March 11, 2026

ଗ୍ରାମପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ 

IMG-20250818-WA0306
Share

ବୁଗୁଡ଼ା : ତା ୧୮/୦୮/୨୫ : ବୁଗୁଡ଼ା ବ୍ଲକର କରସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏଡିଏମ୍ ସୁନିଲ୍ କେରେକେଟା, ବିଡିଓ ଦୁତିକୃଷ୍ଣ ପାତ୍ର , ତହସିଲଦାର ତାପସ ରାଉତ , ଏବିଇଓ ଧର୍ମରାଜ ପରିଡା , ସିଡିପିଓ ବବିତା କୁମାରୀ ପଣ୍ଡା , ପୋଲିସ ଏସ୍ଆଇ ଅଜିତ କୁମାର ପରିଡା , ଏପିଓ ମୁଜିବର ରହମାନ୍ ମଲ୍ଲିକ, ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ବିଶ୍ବାଳ ଓ ସମିତି ସଭ୍ୟ ଚିକୁ ବାରିକ ପ୍ରମୁଖ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏ ଅବସରରେ ୧୩୨ ଅଭିଯୋଗ ଶୁଣାଯାଇଥିବା ବେଳେ ସେଥି ମଧ୍ୟରୁ ୧୩୨ଟି ବ୍ଯକ୍ତିଗତ ଏବଂ ୪ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ସରକାରୀ କର୍ମଚାରୀ ସହଯୋଗ କରିଥିଲେ।

You may have missed