September 14, 2026

ସୋରଡ଼ା ନିର୍ବାଚନ ମଣ୍ଡଳୀ ସରବାଡି ଗ୍ରାମର ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଠାରେ ଯୋଗ ଦେଲେ ବିଧାୟକ ଶ୍ରୀ ନୀଳମଣି ବିଷୋଇସୋରଡ଼ା ନିର୍ବାଚନ ମଣ୍ଡଳୀ, ସୋରଡ଼ା ବ୍ଲକ ଅନ୍ତର୍ଗତ ସାରା ବାଡ଼ି 

IMG-20250804-WA0038
Share

       ସୋରଡ଼ା ନିର୍ବାଚନ ମଣ୍ଡଳୀ ସରବାଡି ଗ୍ରାମର ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଠାରେ ଯୋଗ ଦେଲେ ବିଧାୟକ ଶ୍ରୀ ନୀଳମଣି ବିଷୋଇସୋରଡ଼ା ନିର୍ବାଚନ ମଣ୍ଡଳୀ, ସୋରଡ଼ା ବ୍ଲକ ଅନ୍ତର୍ଗତ ସାରା ବାଡ଼ି ଗ୍ରାମପଞ୍ଚାୟତ ସାରା ବାଡ଼ି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଶିକ୍ଷାଦାନ ଶିକ୍ଷଣ ଉପକରଣ ହୋଇ ଥିଲା (TLM)କର୍ମଶାଳl କାଯ୍ୟକ୍ରମ ରେଯୋଗ ଦେଲେ ମାନ୍ୟବର ସୋରଡ଼ା

ବିଧାୟକ ଶ୍ରୀ ନୀଳମଣି ବିଷୋଇ

ସ୍କୁଲ crc ଗୋବିନ୍ଦ ଚନ୍ଦ୍ର ସେଠି ଓ

ହଜାରୀ ନାଇକ. ସ୍କୁଲ ର ଶିକ୍ଷକ ଓ ବାଳକ ବାଳିକା ସହ ଆଲୋଚନା କରି ଶୁଭ ଆରମ୍ବ ସମାପ୍ତ କରିଛନ୍ତି

ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋଟ