June 12, 2026

ବୁର୍ଦ୍ଦା ଠାରେ ଆୟୋଜିତ ଏକ ସାମାଜିକ କାର୍ଯ୍ୟରେ ଯୋଗଦେଲେ ୩ ବିଧାୟକ 

IMG-20250725-WA0061
Share

 

 

ଆଜି ଶୁକ୍ରବାର ମଧ୍ଧାହ୍ନ ଗୋଟିଏ ସମୟରେ ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ୍ ବୁର୍ଦ୍ଦା ଗ୍ରାମରେ ଆୟୋଜିତ ଏକ ସାମାଜିକ କାର୍ଯ୍ୟରେ ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ଭାଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିସ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଏବଂ ଜିଲ୍ଲାର ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ |