April 24, 2026

କାଠଡେରା ଶ୍ରୀଗୁଣ୍ଡିଚା ରଥଯାତ୍ରା ଲୋକ ମହୋତ୍ସବରେ ଯୋଗଦେଲେ ସମ୍ବଲପୁର ବିଧାୟକ

IMG-20250704-WA0110
Share

 

 

ବରଗଡ ଜିଲା ଅତାବିରା ବ୍ଲକ ଅଧିନ କାଠଡେରା ଠାରେ ରଥଯାତ୍ରା ଅବସରରେ ଆୟୋଜିତ ହୋଇଥିବା ଶ୍ରୀଗୁଣ୍ଡିଚା ରଥଯାତ୍ରା ଲୋକ ମହୋସ୍ବବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥ୍ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ,ପୂର୍ବତନ ବ୍ଲକ ଚେୟାରମ୍ୟାନ ଚିତ୍ତରଂଜନ ଭୋଇ,ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ,ଜିଲା ବିଜେପି ସାଧାରଣ ସମ୍ପାଦକ କୁଶ କମ୍ଭାର,କୌଶକ ମହାକୁର,ପ୍ରମୁଖ ଯୋଗଦାନ କରି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ |ମଂଚ ପରିଚାଳନା କରିଥିଲେ ଅଜିତ କୁମାର ପତି |