ଛତ୍ରପୁର ସହର ଓ ଆଖ ପାଖ ଅଂଚଳ ରେ ମଧ୍ୟରାତ୍ର/କାଳବୈସାକ୍ଷୀ

ଛତ୍ରପୁର -୩୦/୪/୨୫(ଅରୁଣ କୁମାର ପଣ୍ଡା )ମଧ୍ୟ୍ୟରାତ୍ର ୧୨ଘଣ୍ଟା ଠାରୁ ଦେଢଘଣ୍ଟା ପର୍ଯ୍ୟନ୍ତ ଅଚାନକ ବର୍ଷା ଓ ଝଡ଼ ତୋଫାନ ହୋଇଥିଲା ଝଡ଼ ତୋଫାନ ପ୍ରଭାବରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଯାଇଥିଲା ଦୀର୍ଘ ଚାରି ଘଣ୍ଟା ପରେ ବିଦ୍ୟୁତ ସଂଯୋଗ ଆସିଥିଲା ଝଡ଼ ତୋଫାନ ପ୍ରଭାବରେ ସହର ର ବିଭିନ୍ନ ଅଂଚଳ ରେ ବଡ଼ ବଡ଼ ଗଛ ଉପୁଡିଜାଇ ରାସ୍ତାରେ ପଡି ରହିଥିଲା ସ୍ଥାନୀୟ ଓଡ୍ରାଫ ଟିମ ମଧ୍ୟାହ୍ନ ସୁଦ୍ଧା ଗଛ ଗୁଡିକ କାଟି ରାସ୍ତା ସଫା କରିଥିବା ର ଦେଖା ଯାଇ ଥିଲା