April 24, 2025

କୋରାପୁଟ ଜ଼ିଲ୍ଲାପାଳ ପାଇଲେ ମର୍ଯ୍ୟାଦା ଜନକ ପ୍ରଧାନମନ୍ତ୍ରୀ ଉତ୍କର୍ଷ ସମ୍ମାନ.

Share

    କୋରାପୁଟ ଜ଼ିଲ୍ଲା ପାଳ ଭି କିର୍ତ୍ତୀ ଭାସନ ଏଗାର ଗୋଟି ଯୋଜନା ଜ଼ିଲ୍ଲା ରେ ସଫଳ କରିପାରି ଥିବାରୁ. ଏହି ସମ୍ମାନ ଗ୍ରହଣ କରିଥିବା ଜଣାଯାଇଛି. ଏହି ଅବସର ରେ ଆଜି ଜ଼ିଲ୍ଲା ପ୍ରଶାସନ ଏବଂ ଗଣ ମାଧ୍ୟମ ପ୍ରତି ନିଧି ଙ୍କ ତରଫରୁ କୋରାପୁଟ ମୁନସି ପାଲଟି ଅଡ଼ି ଟୋରି ଅମ ଠାରେ ଏକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି. ଜୟପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର. କୋଟପାଡ଼ ବିଡ଼ିଓ ବିକ୍ରମ ଦୋରା. ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି. ସିଡିଓ ବେଣୁଧର ସବର. କୋରାପୁଟ ଏବଂ ଜୟପୁର ପିଏ ଆଇ ଟି ଡି ଏ ତୃପ୍ତି ବରାଇ. ସ୍ନେହ ପ୍ରଭା ମାଝୀ ଙ୍କ ସମେତ ଜ଼ିଲ୍ଲା ର ସମସ୍ତ ଅଧିକାରୀ ଏହି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଥିବାର ବେଳେ ଓଜେୟୁ ର ସମ୍ପାଦକ ହରିଶ କୁମାର ପଟ୍ଟନାୟକ ଙ୍କ ସହ ଜ଼ିଲ୍ଲା ର ବହୁ ଖବର ଦାତା ସମ୍ବର୍ଦ୍ଧନା ଜଣାଇ ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.