ଆଜି କୋରାପୁଟ ଓକିଲ ସଙ୍ଗର ନିର୍ବାଚନ ହେଇଥିଲା କେବଳ ସଭାପତି ପଦ ପାଇଁ ତିନି ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରୁଥିଲେ
(ଗୁପ୍ତେଶ୍ୱର ରଥ କୋରାପୁଟ) ଆଜି କୋରାପୁଟ ଓକିଲ ସଙ୍ଗର ନିର୍ବାଚନ ହେଇଥିଲା କେବଳ ସଭାପତି ପଦ ପାଇଁ ତିନି ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରୁଥିଲେ । ଶ୍ରୀ ପ୍ରଭାତ ମହାପାତ୍ର, ଶ୍ରୀ ମୋନରଞ୍ଜନ ରାଉତରାୟ ଓ ଟି. ପି. ସାଇରଜ୍ ସଭାପତି ପଦ ପାଇଁ ପ୍ରତଦ୍ବନ୍ଦ୍ବିତା କରୁ ଥିଲେ। ଉପ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର swan, ଶ୍ରୀ ସୁନିଲ କୁମାର ଜେନା ସମ୍ପାଦକ ଓ ଶ୍ରୀ କମାକ୍ଷୀ ମାଝୀ କୋଷାଧ୍ୟକ୍ଷ ଭାବରେ ବିନା ପ୍ରତିଦ୍ବନ୍ଦିତା ରେ ମୋନାନିତ ହୋଇଥିଲେ। ଆଜି ସର୍ବ ମୋଟ 219 ମୋତାଦନ ହୋଇଥିଲା। ସେଥି ମୋଧ୍ୟରୁ ଶ୍ରୀ ମୋନରଞ୍ଜନ୍ ରାଉତରାୟ 56 ଟି ଭୋଟ ପାଇଥିଲେ, ଟି. ପି. ସାଇରଜ 11 ଗୋଟି ଭୋଟ ପାଇଥିଲେ ଓ ଶ୍ରୀ ପ୍ରଭାତ ମହାପାତ୍ର 149 ଟି ଭୋଟ ପାଇ କୋରାପୁଟ ଓକିଳ ସଂଘ ର ସଭାପତି ପଦ ପାଇଁ ମୋନନିତ ହୋଇଥିଲେ
