March 6, 2025

ବିଜୁ ବାବୁ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ ..

Share

 

 

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

 

ଗଂଜାମ ରେ ବିଜୁବାବୁ ଙ୍କ ଜୟନ୍ତୀ ପାଳିତ ହେଇଯାଇଛି l ଏହି ଅବସରରେ ସାମନ୍ତରା ସାହି ସ୍ଥିତ ବିଜୁବାବୁଙ୍କର ପ୍ରତିମୂର୍ତ୍ତି ରେ ଦଳୀୟ କର୍ମୀ ମାନେ ଏକତ୍ରିତ ହୋଇ ପ୍ରଥମେ ପୁସ୍ଵମାଲ୍ୟ ଅର୍ପଣ କରିଥିଲେ l ପାରେ କ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ନିଲାଞ୍ଚଳ ବାରିକି, ଯୁବନେତା ସୁଧୀର ପାଢ଼ୀ,ସୁଦାମ ଜେନା, ପଙ୍କଜ ବରିକି , ପପି ଗୌଡ ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ଜୀବନୀ ଓ କାର୍ଯ୍ୟଧାରା ଉପରେ ଆଲେଚନା କରିଥିଲେ l

You may have missed