May 11, 2026

କର୍କଟ ରୋଗ ରେ ପୀଡିତା ରମା ପରିଡା ଙ୍କୁ ସହାୟତା ର ହାତ ବଢ଼ାଇଲେ ଛତ୍ରପୁର ର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ 

IMG-20250212-WA0042
Share

 

 

ଛତ୍ରପୁର -୧୨/୨/୨୦୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମ ପଂଚାୟତ ର ନନ୍ଦପଣ୍ଡାପଲି ଗ୍ରାମ କୁ ଯାଇ ଦୀର୍ଘ ଚାରି ମାସ ହେବ କର୍କଟ ରୋଗରେ ପୀଡିତା ରମା ପରିଡା ଙ୍କ ପରିବାର କୁ ସାକ୍ଷାତ କରି କିଭଳି ଭାବରେ ତାଙ୍କ ର ଚିକିତ୍ସା ଚାଲିଛି ସେ ବିଷୟରେ ଆଲୋଚନା କରିଥିଲେ ଏବଂ ୧୦, ୦୦୦ଟଙ୍କା ର ଆର୍ଥିକ ରାଶି ର ଏକ ଚେକ ପ୍ରଦାନ କରିଥିଲେ ନିର୍ବାଚନ ପରଠୁ ବିଧାୟକ ବିଭିନ୍ନ ଗ୍ରାମକୁ ଯାଇ ରୋଗ ରେ ପୀଡିତ ଲୋକ ମାନଙ୍କୁ ନିଜ ଖର୍ଚ୍ଚ ରୁ ସାହାଯ୍ୟ କରି ବହୁ ପ୍ରଶଂସା ପାଇଛନ୍ତି ଏହି ଗ୍ରାମକୁ ବିଧାୟକ ଙ୍କ ସହ ସରପଞ୍ଚ ପ୍ରତିମା ଦାସ ଯାଇ ୫୦୦୦, ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା ୫୦୦୦, ବି ସି ସି ବ୍ୟାଙ୍କ ନିଁର୍ଧେଶକ ଦୁର୍ୟୋଧନ ପରିଡା ୫୦୦୦, ଛତ୍ରପୁର ବ୍ଲକ ଅଧକ୍ଷା୫୦୦୦, ଆର୍ଥିକ ରାଶି ପ୍ରଦାନ କରିଥିଲେ ଏହି ମହତ କାମ ପାଇଁ ବିଧାୟକ,ସରପଞ୍ଚଓ ସମିତି ସଭ୍ୟ ଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା ମିଳୁଛି।