February 4, 2025
Share

 

୧-କଲବଲ କଲାଣି ତାତି : ଫେବୃଆରୀରେ ତାପମାତ୍ରା ୩୬ ଡିଗ୍ରୀ ପାର୍‌।

 

୨-ବାରବାଟୀ ଦିନିକିଆ: ମହିଳାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର।ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହେବ ।

 

୩-ଦିବ୍ୟାଙ୍ଗ ବାଳକକୁ ଅଭିଯୋଗ ପ୍ରକୋଷ୍ଠରୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ।

 

୪-SCBରେ ହେବ ୫୦୦ ଶଯ୍ୟାର ଟ୍ରମା ସେଣ୍ଟର, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

 

୫-୫ରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଶୁଭାରମ୍ଭ,୧୪ରେ ପ୍ରକଳ୍ପ ତାଲିକା ମନୋନୟନ,୨୦ ସୁଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ।

 

୬-ଭଦ୍ରକ: ଛଦ୍ମବେଶରେ ମଣ୍ଡି ବୁଲି ଦେଖିଲେ,ସତ ପରଖିଲେ ଜିଲ୍ଲାପାଳ।

 

୭-କେନ୍ଦ୍ର ବଜେଟରେ ଓଡ଼ିଶାର ନାଁ ଗନ୍ଧ ନାହିଁ, ରାଜ୍ୟବାସୀଙ୍କୁ ଧୋକା: ବିଜେଡ଼ି

 

୮-ଭୁବନେଶ୍ୱର:୧୮ରୁ +୨ ପରୀକ୍ଷା,ଆଜି ମୁଖ୍ୟ ସଚିବଙ୍କ ସମୀକ୍ଷା ବୈଠକ।

 

୯-ଆଜିଠୁ ଖଣ୍ଡଗିରି କୁମ୍ଭମେଳା, ପାହାଡ଼ ଗିରି ଗହ୍ଵରରେ ଜପ ତପ ଯାଗ ଯଜ୍ଞ ଚାଲିବ।

 

୧୦-ନବୀନଙ୍କୁ ଭେଟିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ, ବିଭିନ୍ନ ଦାବି ନେଇ କଲେ ଆଲୋଚନା।

 

୧୧-ସମ୍ବଲପୁର:୨ଦିନିଆ ରିମାଣ୍ଡରେ ଗଲେ ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ, ପଚରା ଉଚରା କରାଯିବ।

 

୧୨-ଝାରପଡା ଜେଲରେ ଆଇଟି,ଠକ ଦମ୍ପତି ହଂସିତା-ଅନୀଲକୁ କଲା ମାରାଥନ ଜେରା।

 

୧୩-ମୈତ୍ରୀବିହାର:ଅତିଥି ବେଶରେ ଆସି କଳାକନା ବୁଲାଇଲେ ଦୁର୍ବୃତ୍ତ, ବାହାଘରରେ ମିଳିଥିବା ଟଙ୍କା ଓ ସୁନା ଅଳଙ୍କାର କଲେ ଲୁଟ୍।

 

୧୪-ଜଳେଶ୍ଵର:ଧରାପଡ଼ିଲା ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ, ଜବତ ହେଲା ୩୪୫ ଗ୍ରାମର ଧଳା ଜହର।

 

୧୫-ଖଣ୍ଡଗିରି ମେଳା ଜଗିବ ଠେଙ୍ଗା; ଅଶ୍ଲୀଳ ନାଚ କଲେ ପଡ଼ିବ ପାହାର।

 

୧୬-ରାଜସ୍ବ ସେବାର ବହୁ ନିୟମର ପରିବର୍ତ୍ତନ ଆଣିବେ ରାଜ୍ୟ ସରକାର: ସୁରେଶ ପୂଜାରୀ

 

୧୭-ଦେବ ନାରାୟଣଙ୍କୁ ହତ୍ୟା ମାମଲାରେ ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି।

 

୧୮-ରେଲୱେ ବଜେଟ୍‌ରେ ଓଡିଶାକୁ ୧୦,୫୯୯ କୋଟି ମଞ୍ଜୁର, ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

 

୧୯-ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ; ସରକାରଙ୍କ ଦାବି ଉପରେ ରହିଛି ନଜର।ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି ହେବ

 

୨୦-ଆସନ୍ତା ୫ତାରିଖରେ ଦିଲ୍ଲୀରେ ଭୋଟ୍,ସୁରକ୍ଷା ବ୍ୟବସ୍ଥାରେ ୧୫୦ ପାରାମିଲିଟ୍ରି ଫୋର୍ସ, ୩୦ହଜାରରୁ ଅଧିକ ପୋଲିସ ହେବେ ମୁତୟନ।

 

୨୧-ରାହୁଲଙ୍କ ମିଥ୍ୟା ଅପପ୍ରଚାର ଭାରତର ମର୍ଯ୍ୟାଦାକୁ ବିଦେଶରେ କ୍ଷୁଣ୍ଣ କରୁଛି: ଜୟଶଙ୍କର

 

୨୨-ଭୋପାଳ: ଏଣିକି ଭିକ ମାଗିଲେ ଓ ଦେଲେ ହେବ FIR, ସିସିଟିଭି କ୍ୟାମେରାରେ ରଖାଯିବ କଡ଼ା ନଜର।

 

*🙏 ସୁପ୍ରଭାତ 🙏*

You may have missed