May 14, 2026

ରୟ ଇଞ୍ଜିନିୟରିଂ ତରଫରୁ ସହାୟତା

IMG-20250129-WA0014
Share

। 1, ସହାୟତା ର ହାତ ବଢାଇଲେ Ray Engineering ର ସହକାରୀ ନିର୍ଦେଶକ ପିତାମ୍ବର ମାଝୀ, 2, ଜଳୀ ଯାଇଥିବା ଘର ପରିବାରକୁ ସାକ୍ଷାତ କଲେ ପିତାମ୍ବର ମାଝୀ, 3,ଏକ ମାସର ରାସନ,ବସ୍ତ୍ର ସହିତ ଅର୍ଥ ରାଶି ପ୍ରଦାନ କଲେ ପିତାମ୍ବର ମାଝୀ, 4,ଘର ମିଳିବା ନେ଼ଇ ସରପଂଚ ସହ ଆଲୋଚନା କରିବି କହିଲେ ପୀତାମ୍ବର ମାଝୀ, 5,Ray Engineering ୧୫ ବର୍ଷ ଧରି ସେବା କରି ଆସୁଛି ଓ ଆଗାମୀ ଦିନରେ ଲୋକଙ୍କ ସେବା କରିବ ବୋଲି କହିଲେ ସହକାରୀ ନିର୍ଦେଶକ ପିତାମ୍ବର ମାଝୀ। କୁଜଙ୍ଗ ବ୍ଲକ ଅଧିନ ଗୋପିଆକୁଦ ପଞ୍ଚାୟତ ଜେନା ସାହି ର କ୍ଷୀର ପାତ୍ର ର ଦୁଇ ପୁଅ ଅଶୋକ ପାତ୍ର ଓ ଆଲୋକ ପାତ୍ର ରହୁଥିବା ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଘରେ ଥିବା ଧାନ, ଚାଉଳ, ବିଭିନ୍ନ ସାମଗ୍ରୀ ସହ ଆସବା ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଘର ପୋଡ଼ି ଯାଇଥିବା ବାରିବାରଙ୍କୁ ସାକ୍ଷାତ କରି ପରିବାରଙ୍କୁ ଆଶ୍ୱୋସନା ଦେବା ସହ ଏକ ମାସର ରାସନ, ବସ୍ତ୍ର, ଓ କିଛି ଅର୍ଥ ରାଶି ପ୍ରବାଦ କରିଛନ୍ତି Ray Engineering ର ସହକାରୀ ନିର୍ଦେଶକ ପିତାମ୍ବର ମାଝୀ। ମୁଁ ସ୍ଥାନୀୟ ସରପଂଚ ଙ୍କ ସହ ଆଲୋଚନା କରି । ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ଘର ,ତୁମ ଦୁଇ ଭାଇ ଙ୍କୁ ଖୁବ୍ ଶୀଘ୍ର କିପରି ସରକାରୀ ସହାୟତା ମିଳିବ। ସବୁ ସମୟରେ ମୁଁ ତୁମ ପାଖରେ ଅଛି। ବିପଦ ସମୟରେ ପାଖରେ ପହଞ୍ଚିବା ସହ ସାହାଯ୍ୟ ର ହାତ ବଢ଼େଇ ଥିବା

Ray Engineering ର ବଦାନ୍ୟତା ପାଇଁ ପାରିବାର ଲୋକେ କୃତଜ୍ଞତା ଜଣାଇବା ବେଳେ ଏଭଳି ମହାନ କର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟୀୟସୀ ପ୍ରଶଂସା କରିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )