ମୋ ସେବା ମୋ ପରିବାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ 76 ତମ ସାଧାରଣତନ୍ତ୍ର ଦିବସ ପୁରୀ ପୋଷ୍ଟାଲ କଲୋନୀ ସମ୍ମୁଖରେ ପାଳନ କରାଯାଇଛି

ମୋ ସେବା ମୋ ପରିବାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ 76 ତମ ସାଧାରଣତନ୍ତ୍ର ଦିବସ ପୁରୀ ପୋଷ୍ଟାଲ କଲୋନୀ ସମ୍ମୁଖରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୟନ୍ତ କୁମାର ଷଡଙ୍ଗୀ , ପୂର୍ବତନ କାଉନସିଲର ଏନ ବଳରାମ ରେଡି , ମାନସ କୁମାର ଲେଙ୍କା, ପି ଚନ୍ଦ୍ର ରାଓ , ଅନିତା ପଟ୍ଟନାୟକ , ଦୁର୍ଗାଚରଣ ଖୁଣ୍ଟିଆ , ଦୀପକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମ କୁ ମୋ ସେବା ମୋ ପରିବାର ଅନୁଷ୍ଠାନ ର ସମ୍ପାଦକ ରମେଶ ବେହେରା ଏବଂ ଅନୁଷ୍ଠାନ କର୍ମ କର୍ତ୍ତା ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l