May 11, 2026

ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ..

IMG-20250127-WA0021
Share

ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘର ସଭାପତି ଦୁର୍ଗାଚରଣ ଖୁଣ୍ଟିଆଙ୍କ ଅଧକ୍ଷତାରେ ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମିଶି ୭୬ତମ ସାଧାରଣତନ୍ତ୍ରଦିବସ ପାଳନ କରିବା ସହିତ ” ହମ ସବ ଏକ ହେ ତୋ ସେଫ ହେ ” ଲୋଗୋ ଉନ୍ମୋଚନ କରି, ରେଡ଼କ୍ରସ ଫଣ୍ଡ କୁ ଦଶହଜାର ଟଙ୍କା ଏବଂ ଗୃହରକ୍ଷୀ ବାହିନୀକୁ ଦଶହଜାର ଟଙ୍କା ପ୍ରଦାନ କରିବାପରେ ଷ୍ଟେସନ ନିକଟ ମହାପୁରୁଷ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସିଟି ଡ଼ିଏସପି, ରେଲୱେ ପୋଲିସ ଅଧିକାରୀଙ୍କ ସହିତ ମାନ୍ୟଗଣ ବ୍ୟକ୍ତିତ୍ୱମାନେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଲୋଗୋ ଉନ୍ମୋଚନ ଏବଂ ରେଡ଼କ୍ରସ ଏବଂ ଗୃହରକ୍ଷୀ ବାହିନୀକୁ ଦଶ ହଜାର ଲେଖାଏଁ ଅର୍ଥରାଶି ପ୍ରଦାନ କରି ସହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ନିଜ ନିଜର ଅଭିଭାଷଣ ରଖିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l