January 8, 2025
Share

 

 

୧-ଆଜିଠୁ +୨ପ୍ରାକ୍ଟିକାଲ ପରୀକ୍ଷା,ଏଥର ଅନଲାଇନ୍ ରେ ହେବ +୨ କଳା ଭାଷା ବିଷୟ ମୂଲ୍ୟାୟନ।

 

୨-ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ୩ରେ ନେବେ ଶପଥ।

 

୩-ନବ ବର୍ଷରେ ବ୍ୟୁରୋକ୍ରାଟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁମନ୍ତ୍ର, ‘ସରକାରଙ୍କ କାର୍ଯ୍ୟକ୍ରମକୁ ସଫଳ କର’।

 

୪-ଭୁବନେଶ୍ୱର:ଜାନୁୟାରୀରେ ହେବନାହିଁ ବେଶୀ ଶିତ,୩ ଡିଗ୍ରୀ କମିପାରେ ତାପମାତ୍ରା।

 

୫-୧୫ ସୁଦ୍ଧା ସରିବ ରେସନ କାର୍ଡ ଇ KYC ,୮୫%ଶେଷ,୫୦ ଲକ୍ଷ ହିତାଧିକାରୀଙ୍କ ବାକି।

 

୬-ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ : ଠେଲାପେଲା ସ୍ଥିତି ସୃଷ୍ଟି , ଭାଙ୍ଗିଲା ବ୍ୟାରିକେଡ୍।

 

୭-ଜିରୋ ନାଇଟ୍ ପରେ ନିୟୁ ଇୟରକୁ ସବୁଠି ଜୋରଦାର ସ୍ବାଗତ; ଭୋଜିଭାତ ଓ ନାଚ-ଗୀତରେ କଂପିଲା ପିକନିକ୍ ସ୍ପଟ୍।

 

୮-ଆରମ୍ଭ ହେଲା ଚାଷୀ ଚିହ୍ନଟ ପ୍ରକ୍ରିୟା: ପଂଜିକରଣ ପାଇଁ ଜମିପଟ୍ଟା ବାଧ୍ୟତାମୂଳକ, ଭାଗଚାଷୀଙ୍କ କଥା ପରେ ହେବ ବିଚାର।

 

୯-ନୂଆବର୍ଷ ଆରମ୍ଭରୁ ଅଘଟଣ; ବଲାଙ୍ଗୀରେ ବୁଲିଲା ଖଣ୍ଡା, ଗଞ୍ଜାମରେ ଛୁରାମାଡରେ ୪ ଗୁରୁତର।

 

୧୦-ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ହୋଇଛି ୬୬ ମର୍ଡର କେସ।

 

୧୧-ମାର୍ଚ୍ଚ ସୁଦ୍ଧା ଖାଲି ପଦର ତଥ୍ୟ ମାଗିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ବିଭାଗରେ ଖାଲି ପଡିଛି ୧,୧୦,୫୫୭ ପଦ।

 

୧୨-ରାଜଧାନୀରେ ୮ରୁ ୧୦ ପର୍ଯ୍ୟନ୍ତ ହେବ ପ୍ରବାସୀ ଭାରତୀୟ ଦିବସ, ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

୧୩-୨୦୨୪ରେ ରାଜଧାନୀରେ ବଢିଛି ସାଇବର ଅପରାଧ, ଗୋଟିଏ ବର୍ଷରେ ହୋଇଛି ୮୨ କୋଟି ଠକେଇ।

 

୧୪-ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା : ସ୍ୱାସ୍ଥ୍ୟ ମନ୍ତ୍ରୀ

 

୧୫-ଚାନ୍ଦବାଲି:ମଝି ନଦୀରେ ବ୍ରିଜକୁ ବାଡେଇଲା ଯାତ୍ରୀବାହୀ ଘାଟ ଡ଼ଙ୍ଗା, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି।

 

୧୬-ଥାର୍ଡ ପାର୍ଟି ପେମେଣ୍ଟ୍‌ ଆପ୍ କମ୍ପାନିଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଭଲ୍ୟୁମ୍‌ କ୍ୟାପ୍‌ ଲାଗୁ ସମୟସୀମା।

 

୧୭-ରାଜସ୍ଥାନର କୋଟପୁଟଲି:ବୋରୱେଲରୁ ୧୦ ଦିନ ପରେ ଶିଶୁ ଉଦ୍ଧାର, ମୃତ ଘୋଷଣା କଲେ ଡାକ୍ତର।

 

୧୮-ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ ପାରିତ।

 

୧୯-ନୂଆବର୍ଷରେ ଅଯୋଧ୍ୟା ରାମମନ୍ଦିରରେ ଲାଗିଲା ୫୬ପ୍ରକାର ଭୋଗ: ରାମଲାଲାଙ୍କ ପାଇଁ ଲକ୍ଷ୍ନୌରୁ ଆସିଲା ଭଳିକି ଭଳି ମିଠା।

 

୨୦-ଆମେରିକାରେ ନୂଆବର୍ଷରେ ଟ୍ରକ୍ ଚଢାଇ ଗୁଳିମାଡ – ୧୨ ମୃତ, ୩୦ ଆହତ।

 

୨୧-ଜର୍ମାନରେ ନୂଆବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ – ୫ ମୃତ, ଅନେକ ଆହତ।

 

୨୨-ନୂଆବର୍ଷରେ ମହାକାଶରେ୧୬ ଥର ସୂର୍ଯ୍ୟୋଦୟ ଦେଖିଲେ ସୁନୀତା ୱିଲିୟମ୍ସ।

 

*🙏 ସୁପ୍ରଭାତ 🙏*