April 29, 2026

ଜିଲ୍ଲା ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ପାଳନ ବୈଠକ ଅନୁଷ୍ଠିତ‌

IMG-20230326-WA0000
Share

ଜିଲ୍ଲା ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ପାଳନ ବୈଠକ ଅନୁଷ୍ଠିତ‌,,

 

ବାଲେଶ୍ବର ଜିଲ୍ଲା ର ଜିଲ୍ଲା ସଦର ଛକ ଠାରେ ଜିଲ୍ଲା ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ୨୦୨୩ ପାଳନ ନିମନ୍ତେ ବୈଠକ ସ୍ଥାନୀୟ ସଦ୍ ଭାବନା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦ୍ରତତ୍ରୟେ ଭାଉସାହେବ ସିନ୍ଦେ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି,

ଏହି ସଭାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଏ‌ ଡି ଏମ୍ ନିଲୁ ମହାପାତ୍ର, ଓ ଜିଲ୍ଲା ସଭାପତି ‌ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅଧ୍ୟକ୍ଷା ସବିତା ସାହୁ, ଆଦି ଆଲୋଚନା ରେ ‌ଅଂଶ ଗ୍ରହଣ କରିଥିବା ବେଳେ, ଉପସ୍ଥିତ ଥିଲେ, ଭବାନୀ ଶଙ୍କର, ଅନ୍ୟ ବହୁ କର୍ମ ଚାରୀ ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଦିବସ ପାଳିତ କରିଥିଲେ,,,

 

ଦେବାଶିଷ ଦାଶ କ୍କ ରିପୋର୍ଟ୍

You may have missed