June 21, 2026

ଜନ କଲ୍ୟାନ ପ୍ରତିଷ୍ଠାନର ଦ୍ଵାଦସ ତମ ପ୍ରତିଷ୍ଠା ଦିବସ ପାଳିତ..

IMG-20241129-WA0009
Share

ବେଗୁନିଆ,(ଉପାନ୍ତ ଖବର): ଜନ କଲ୍ୟାଣ ଦ୍ୱାଦସ ତମ ପ୍ରତିଷ୍ଠା ଦିବସ ଅବସରରେ ବେଗୁନିଆ କୁସପଲ୍ଲା ମହାବିର ମନ୍ଦିର ପରିସରରେ ବେଗୁନିଆଓ ବୋଲଗଡ ଅଞ୍ଚଲର ସର୍ବାଙ୍ଗନ ଉନ୍ନତି ପାଇଁ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଷ୍ଟେସନ ବଜାର ଦୁର୍ଗାପୂଜା କମିଟିର ସଭାପତି (ଭୁବନେଶ୍ଵର)ସୁବଳ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବରେ ସରକାରି ଓକିଲ ଓ ମହାବିର ବଣିକ ସଂଘର ଉପଦେଷ୍ଟା ସରୋଜ କୁମାର ସ୍ଵାଇଁ,ଅମିତ କୁମାର ବସ୍କ,ପ୍ରେମାନନ୍ଦ ସାମନ୍ତରା(ଗୁନା ଭାଇ) ସମାଜସେବି ସମ୍ମାନିତ ଅତିଥି ଭିକାରି ଚରଣ ସାହୁ, ଗୁରୁଜି ସଂଯୋଜକ ପ୍ରତାପ କୁମାର ସାହୁ, ସମାଜ ସେବି ଦୀନ ବଂଧୁ ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥି ପରିଡା, ସଂପାଦକ ଚିତରଞ୍ଜନ ପଟନାୟକ ଓ ଶିଳ୍ପଦୋଗି ସୁବାସ ଚନ୍ଦ୍ର ଦାସ ପ୍ରମୁଖ ସଭାରେ ଯୋଗଦେଇଥିଲେ ମହାବିର ବଣିକ ସଂଘର ସଭାପତି ଅକ୍ଷୟ କୁମାର ରଥ ସଭାକୁ ପରିଚାଳନା କରିଥିଲେ।

 

ରିପୋର୍ଟ- ମାନସ ରଞ୍ଜନ କର।