November 27, 2024

ସତ୍ୟାର୍ଥ ଫାଉଣ୍ଡେସନ ତରଫରୁ ସ୍ବାସ୍ଥ୍ୟ ମହାସଭା ଅନୁଷ୍ଠିତ ..

Share

 

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ସମ୍ ହସପିଟାଲ ର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱିତୀୟ ଥର ପାଇଁ ସ୍ବାସ୍ଥ୍ୟ ମହାସଭା ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି ନିମନ୍ତେ ଅନୁଷ୍ଠିତ ହୋଇଥିଲା। ସମ୍ ହସପିଟାଲ ର ଡେପୁଟି ସୁପରିଟେଣ୍ଡେଣ୍ଟ ଡକ୍ଟର ପ୍ରୀୟଜିତ୍ ପାଣିଗ୍ରାହି ଙ୍କ ଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ ଶିବିର ଟିକୁ କରିଥିଲେ। ଏହି ସଚେତନ ସଭା ଡକ୍ଟର ସୋଭଗ୍ୟଲକ୍ଷ୍ମି ଓ ସ୍ଵର୍ଣ୍ଣପ୍ରଭା ପଣ୍ଡା ଙ୍କ ଦ୍ଵାରା ପରିଚାଳିତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନିତ କରାଯାଇଥିଲା।