November 23, 2024
Share

 

୧-ଭୁବନେଶ୍ୱର:ହାଲକା ଶୀତ ଅନୁଭୂତ,୪ ଡିଗ୍ରୀ କମିବ ତାପମାତ୍ରା।

 

୨-ପୁରୀ: ଶ୍ରୀମନ୍ଦିରରେ ପଞ୍ଚୁକ ଆରମ୍ଭରୁ ଅସମ୍ଭାଳ ଭିଡ଼, ବ୍ୟାରିକେଡ଼ରେ ଧସେଇ ପଶିବାକୁ ଭକ୍ତଙ୍କ ଉଦ୍ୟମ।

 

୩-କଟକ:ଉଭୟ ଉପର ଓ ତଳ ପଡ଼ିଆରେ ଜମିବ ବାଲିଯାତ୍ରା, ଏଥର ଲାଗିବ ବିଦେଶୀ ପର୍ଯ୍ୟଟକଙ୍କ ଗହଳି।

 

୪-ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV ଲଗାଇବାକୁ ହାଇକୋର୍ଟଙ୍କନିର୍ଦ୍ଦେଶ।

 

୫-୨୦୨୫ରେ ସରକାରୀ କର୍ମଚାରୀଙ୍କୁ ୨୬ ଦିନ ଛୁଟି,୮ଟି ଇଛାଧୀନ ଛୁଟି।

 

୬-ଥାନାରେ କେମିତି ବ୍ୟବହାର କରିବେ ପୋଲିସ୍ ଅଫିସର? ସ୍ୱତନ୍ତ୍ର ଏସଓପି ଆଣିଲେ ରାଜ୍ୟ ସରକାର।

 

୭-ଭୁବନେଶ୍ୱର:ମୋ ବସ୍ ରେ ଏବେ ଅନଲାଇନ୍ ଟିକେଟ୍।

 

୮-କଟକ:ବୁଦା ମୂଳରୁ ଉଦ୍ଧାର ହେଲା ୧୫ ଫୁଟର ଅଜଗର, ଡ଼ମ ଡ଼ମଣି ଜଙ୍ଗଲରେ ଛାଡ଼ିବ ବନ ବିଭାଗ।

 

୯-ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଓଡିଶାରେ ବଡ ବର୍ଷାର ସମ୍ଭାବନା ନାହିଁ।

 

୧୦-୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ୱରର ଜନତା ମୈଦାନରେ ହେବ ପ୍ରବାସୀ ଭାରତୀୟ ଦିବସ ସମାରୋହ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

 

୧୧-କଟକ: ବିବାଦୀୟ ମନ୍ତବ୍ୟ ପାଇଁ ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା।

 

୧୨-ବରଗଡ:କବାଟ ଭାଙ୍ଗି ଘରେ ପଶିଲେ ୩୦ ରୁ ୩୫ ଜଣ ଦୁବୃର୍ତ୍ତ, ଲୁଟିନେଲେ ୧୦ ଭରି ସୁନା।

 

୧୩-ଦୁଇ ଗୋଷ୍ଠୀ ଲାଗିଲେ ମାରପିଟ୍, ବନ୍ଦ ହେଲା ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା !

 

୧୪-ଭୁବନେଶ୍ୱର:ଡିଜିଟାଲ୍ ଟିକେଟ୍ ପାଇଁ ଓଏନ୍‌ଡ଼ିସି ପ୍ଲାଟଫର୍ମରେ ଯୋଡ଼ିହେଲା କ୍ରୁଟ୍।

 

୧୫-ଢ଼େଙ୍କାନାଳ:ପରକୀୟା ପ୍ରୀତିରେ ପାଗଳ ହେଇ ସ୍ତ୍ରୀକୁ ମାରିଦେଲା ରାକ୍ଷସ ସ୍ବାମୀ।

 

୧୬-ଭୁବନେଶ୍ୱର:ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା।

 

୧୭-୧୪ ବର୍ଷ ତଳର ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା, ବିଜେଡ଼ି ନେତା ଏନ୍.ଭାସ୍କର ରାଓଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି।

 

୧୮-ଅନୁଗୋଳ:ହାତୀ ଡର, ତାଳଗଛ ଚାରା ରୋପଣ ନେଇ ଆଶା-ଆଶଙ୍କାରେ ଚାଷୀ।

 

୧୯-ଝାରସୁଗୁଡ଼ା:ଟ୍ରେଡିଂ ଆପରେ ୨୦ ଲକ୍ଷରୁ ଊର୍ଦ୍ଧ୍ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ, ୧୭ରେ ହୋଇଥାନ୍ତା ବାହାଘର।

 

୨୦-ମିସ୍ ଟିନ୍ ୟୁନିଭର୍ସରେ ଚମକିଲେ ଓଡ଼ିଆ ଝିଅ। ଭାରତକୁ ଆସିଲା ମୁକୁଟ। ଭାରତକୁ ଏହି ମୁକୁଟ ଦେଇଛନ୍ତି ତୃଷ୍ଣା ରୟ।

 

୨୧-ରାଞ୍ଚି: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି।

 

୨୨-ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ନୂଆ ମନ୍ତ୍ରୀ: ଭାରତର ସମର୍ଥକ ଓ ଚୀନର ସମାଲୋଚକଙ୍କୁ ମିଳିଲା ଗୁରୁଦାୟିତ୍ୱ।

 

୨୩-୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ୫୬ ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଗୁଏନା ଯାତ୍ରା।

 

୨୪-ନୂଆ ଦିଲ୍ଲୀ:ସପ୍ତାହକୁ ୫,୬୦୦ ବିମାନ ଉଡ଼ାଇବ ଏୟାର ଇଣ୍ଡିଆ।

 

୨୫-ବେଜିଂ: ଝୁଆଇ ସହରରେ ବେପରୁଆ ଗାଡି ଚାଳନା ନେଲା ୩୫ ଜୀବନ।

 

*🙏 ସୁପ୍ରଭାତ 🙏*