August 26, 2026

ମୋହନାରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଟିତ

IMG-20230322-WA0029
Share

 

–ଗଜପତି ଜିଲ୍ଲା ମୋହନା ବ୍ଲକ ପରିସର ମଧ୍ୟରେ ଆଜି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା ଦ୍ୱାରା ପ୍ରସ୍ତୁତ ହୋଇଥିଲା।ଏହି ଶିବିରରେ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଭାଗ ମୁଖ୍ୟ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ବ୍ଲକ ଯୋଜନା ଅଧିକାରୀ ମମତା ରାଉଳ, ବ୍ଲକ ସଂଯୋଜକ କାର୍ତ୍ତିକ ନାୟକ, ଦେବସ୍ମିତା ଲେଙ୍କା, କେ. ଭୂଷଣ ଙ୍କ ସମେତ ବାଲିମା ଶବର ପ୍ରମୁଖ ଉପସ୍ଥିତ ରହି କର୍ମଶାଳା ରେ ଯୋଗ ଦେଇଥିବା ମହିଳା ବେକାର ଯୁବକ ଯୁବତୀ ଙ୍କୁ କର୍ମ ସଂସ୍ଥା ଯୋଗାଇ ଦେବା ନିମନ୍ତେ ବୁଝାଇବା ସହ ତାଲିମ ବ୍ୟବସ୍ଥା ହୋଇଥିବା ଏବଂ ଏହାର ସୁଯୋଗ ହାତ ଛଡା ନ କରିବା ପାଇଁ ଉପଦେଶ ଦେଇଥିଲେ।

You may have missed