November 15, 2024
Share

 

 

୧-ଭୁବନେଶ୍ୱର:ଅକ୍ଷର ଭୂମି ଆଗରେ ‘ଅସ୍ମିତା ଭବନ’, ପ୍ରଦର୍ଶିତ ହେବ ୩୬୦ ଡିଗ୍ରୀରେ ଓଡ଼ିଶା।

 

୨-ପୁରୁଷୋତ୍ତମପୁର:ରାତି ଅଧରେ ତାରାତାରିଣୀଙ୍କ ମନ୍ଦିରରୁ ଚୋରି, ନେଇଗଲେ ମା’ଙ୍କ ସୁନା ମୁଖା,ରୂପା ମୁକୁଟ।

 

୩-ଭୁବନେଶ୍ୱର:ରାତି ତାପମାତ୍ରା ଏବେ ୨୦ ଡିଗ୍ରୀ ତଳେ ୧୫ ସହର। ଫୁଲବାଣୀରେ ୧୬ ଡିଗ୍ରୀ।

 

୪-ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା:୨୦୨୭ରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ।

 

୫-ନଭେମ୍ବର ୮ରୁ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଫର୍ମ ପୂରଣ ଆରମ୍ଭ।

 

୬-ଆସନ୍ତା ଡିସେମ୍ବର ମାସ ୧୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ପ୍ରାରମ୍ଭିକ(ପ୍ରିଲିମ୍) ପରୀକ୍ଷା।

 

୭-ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ହାତୀପଲ।

 

୮-ଭୁବନେଶ୍ୱର:ମୋ ବସ୍ ସ୍ପିଡ୍‌ରେ ଲାଗିବ ଲଗାମ, ସହର ଭିତରେ ଗାଡ଼ିର ବେଗ ରହିବ ୪୦ କିଲୋମିଟର।

 

୯-ଭୁବନେଶ୍ୱର:ଇଡକୋ ଜୁନିଅର ମ୍ୟାନେଜରଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ, ଗେଟଠୁ ଆରମ୍ଭ କରି ଘର ଯାଏ ପୂରା ଡିଜିଟାଲ।

 

୧୦-୪୨୩.୦୫ କୋଟି ଟଙ୍କାର ସହାୟତା ରାଶି ,ଜିଲ୍ଲାମାନକୁ ପଠାଗଲା ବାତ୍ୟା ‘ଦାନା’ କ୍ଷତିପୂରଣ ରାଶି।

 

୧୧-ମହିଳା ଭଲିବଲ ଚାମ୍ପିଅନସିପ୍ ୨୦୨୪-୨୫, ଉଦଘାଟନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

 

୧୨-କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଘଟଣାରେ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ।

 

୧୩-ରାସନକାର୍ଡ ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବନି ଗହମ । ଡିଲରମାନଙ୍କୁ ହ୍ବାଟସଆପ୍ ମେସେଜ୍ କରି ଜଣାଇଲେ ସରକାର।

 

୧୪-ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା BJD।

 

୧୫-ସମ୍ବଲପୁର, ହାଟପଦା:ଅଗ୍ନିକାଣ୍ଡରେ ମା ଓ ଝିଅ ମୃତ, ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ

 

୧୬-ଚାଷୀଙ୍କ ମନ ଜିଣିବା ପାଇଁ ସରକାରଙ୍କ ବଡ ଯୋଜନା । ପୁରା କ୍ୟାବିନେଟ ଉପସ୍ଥିତିରେ ଦିଆଯିବ କୁଇଣ୍ଟାଲ ପିଛା ଇନପୁଟ ସବସିଡି ୮୦୦ଟଙ୍କା।

 

୧୭-ବର୍ଷକରେ ୨୫ ବାଘ ନିଖୋଜ,ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ।

 

୧୮-ବିଦ୍ୟାଲକ୍ଷ୍ମୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ।

 

୧୯-ଫେରିବ ‘ଭାରତ’ ବ୍ରାଣ୍ଡ୍‌ର ଅଟା ଓ ଚାଉଳ, ଲଞ୍ଚ ହେଲା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ।

 

୨୦-କୃଷକଙ୍କୁ ଋଣଛାଡ଼, ମହିଳାଙ୍କୁ ମାସିକ ୩ ହଜାର…, ମହାରାଷ୍ଟ୍ର ନିର୍ବାଚନରେ MVAର ୫ ଗ୍ୟାରେଣ୍ଟି ପ୍ରତିଶ୍ରୁତି।

 

୨୧-ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚିତ।

 

୨୨-ଆମେରିକାରେ ଟ୍ରମ୍ପଙ୍କ ବିଜୟର ପ୍ରଭାବ, ସେୟାର ବଜାରରେ ଦମଦାର ବୃଦ୍ଧି।

 

*🙏 ସୁପ୍ରଭାତ 🙏*