ଆଜିର ଖବର..
୧-ଯାହା ଲାଗୁଛି ବାତ୍ୟା ହୋଇପାରେ, ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା-SRC
୨-ୟୁଟ୍ୟୁବରୁ ଓଏଏସ ସଫଳତା, ବିନା କୋଚିଂରେ ଓଏଏସ ପାଇଲେ ସୁବର୍ଣ୍ଣପୁର ଚମ୍ପାମାଳ ଗାଁର ସବ୍ନମଶ୍ରୀ ମେହେର।
୩-ବାତ୍ୟା ଆଶଙ୍କାରେ ବଢ଼ିଲା ପରିବା ଦର: ସକାଳେ ୫୦, ରାତିରେ ହେଲା ୧୦୦ଟଙ୍କାରେ ବିକ୍ରି।
୪-ବାତ୍ୟା ନେଇ କଳାବଜାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ସତର୍କ ବାଣୀ,କଳାବଜାରୀ ସହ ସମ୍ପୃକ୍ତି ଥିଲେ କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୫-ଭୁବନେଶ୍ୱର:ପ୍ରତିଶ୍ରୁତିକୁ ୪୫ ଦିନ ବାକି, ଆଶାରେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ।
୬-ଓଡ଼ିଶା ସିଭିଲ ସେବା ପରୀକ୍ଷା (ଓସିଏସ୍)ରେ କିସ୍ର ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ,ଶୁଭେଚ୍ଛା ଜଣାଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।
୭-ଭୁବନେଶ୍ୱର: ବାତ୍ୟା ମୁହଁରେ ଗଲାଣି ୮୬ହଜାର କୋଟିରୁ ଉର୍ଦ୍ଧ୍ବ,୧୯୯୯ରୁ ୨୦୨୨ ସୁଦ୍ଧା ଓଡ଼ିଶାକୁ ଆସିଛି ୧୩ ସାମୁଦ୍ରିକ ଝଡ଼।
୮-ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ, ଧର୍ମଶାଳା ତହସିଲ ଅଧିନସ୍ଥ ବଳରାମପୁର-୧ ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସ୍ବାଇଁ ।
୯-ପାରାଦୀପ:IOCL ପାଇପଲାଇନରୁ ତେଲ ଲିକ୍, କାଉଡ଼ିଆ ନଦୀରେ ଭାସୁଛି ଶହ ଶହ ଲିଟର ତେଲ।
୧୦-କଟକ:ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର,ଘରେ ପହଞ୍ଚିବ କଣ୍ଟ୍ରୋଲ ସାମଗ୍ରୀ।
୧୧-NDRF ଓ ଓଡ୍ରାଫ ସହ ଜରୁରୀକାଳୀନ ବିଭାଗ ସଜାଗ: ଭୟଭୀତ ନହେବାକୁ ରାଜ୍ୟ ସରକାରଙ୍କ ପରାମର୍ଶ।
୧୨-ବଣ୍ଡାଘାଟିର ପ୍ରଥମ OAS ବିନି ; ଦାରିଦ୍ର୍ୟର ସଂଘର୍ଷ ଭିତରେ ପାଇଲେ ସଫଳତା।
୧୩-ବ୍ରହ୍ମଗିରି:ଯାନ୍ତ୍ରିକ ତ୍ରୁଟି ପାଇଁ ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଘଣ୍ଟାଏ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର।
୧୪-କାମାକ୍ଷାନଗର:ବିଦ୍ୟୁତ୍ ଆଘାତରେ ଗଲା ସ୍ୱାମୀ – ସ୍ତ୍ରୀଙ୍କ ଜୀବନ ; ଲୁଗା ଶୁଖାଇବାବେଳେ ଅଘଟଣ
୧୫-ରାଜ୍ୟ ତଥା ରାଜ୍ୟ ବାହାରେ ବଢୁଛି ବାଲିଆପାଳ ପାନର ଚାହିଦା । କୃଷି ମାନ୍ୟତା ଦାବି କରିଛନ୍ତି ବାଲିଆପାଳର ପାନ ଚାଷୀ।
୧୬-ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।
୧୭-ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଦୂରଦୃଷ୍ଟି ଯୋଗୁ ଆଜି ଆମର ବତୀଘର ଗୁଡିକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇଛନ୍ତି, ଆମର ଐତିହାସିକ ବୈଭବର ପରିଚୟ ପ୍ରଦାନ କରୁଛନ୍ତି-ମୁଖ୍ୟମନ୍ତ୍ରୀ
୧୮-କଣ୍ଟାବାଞ୍ଜି:ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା, ଗୁଜରାଟକୁ ହରାଇ ଓଡ଼ିଶା ଚାମ୍ପିଅନ।
୧୯-ସମ୍ବଲପୁର:ମଲ୍ ଆଗରେ ବୋମା ଗୁଜବ, ଆତଙ୍କ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ।
୨୦-ବେଙ୍ଗାଲୁରୁ:୮ ଉଇକେଟରେ ପ୍ରଥମ ଟେଷ୍ଟ ହାରିଲା ଟିମ୍ ଇଣ୍ଡିଆ।
୨୧-କାଶ୍ମୀରରେ ଡାକ୍ତର ଓ ୬ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ।
୨୨-ଇସ୍ରାଏଲ ଆକ୍ରମଣରେ ବେରୁଟସ୍ଥିତ ହିଜବୁଲ ସେଣ୍ଟ୍ରାଲ କମାଣ୍ଡ ସେଣ୍ଟର ଧ୍ୱଂସ୍ତ, ଭୂତଳ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଭୀଷଣ ବୋମାମାଡ଼।
୨୩-ମହିଳା ବିଶ୍ୱକପରେ ପୁଣିଥରେ ଚୋକର୍ସ ସାବ୍ୟସ୍ତ ହେଲା ଦକ୍ଷିଣ ଆଫ୍ରିକା: ନ୍ୟୁଜିଲାଣ୍ଡ ଚାମ୍ପିୟନ
*🙏 ସୁପ୍ରଭାତ 🙏*