November 15, 2024

ନୀଳଗିରି କେସି ହାଇସ୍କୁଲ ପଡ଼ିଆରେବିଶାଳ ମହିଳା ସମାବେଶ

Share

ନୀଳଗିରି,16/3, ବାଲେଶ୍ଵର ଜିଲ୍ଲ୍ଲା ନୀଳଗିରି ମହିଳାବିଜେଡି ପକ୍ଷରୁ,,107ତମ ବିଜୁ ଜୟନ୍ତୀ ଉପଲକ୍ଷେ,, ଆୟୋଜିତ ବିଶାଳ ମହିଳା ସମାବେଶ କେସିହାଇ ସ୍କୁଲରେ ପଡ଼ିଆରେଅନୁଷ୍ଠିତ ହୋଇଯାଇଛି,, ଏହି ପରିପେକ୍ଷୀରେ ନୀଳଗିରି ବିଜୁ ଜନତା ଦଳ ର ମୁଖ୍ୟ ତଥା,ବିଧାୟକ ପ୍ରାଥୀ ସନ୍ତୋଷ ଖଟୁଆ ଙ୍କ ନେତୃତ୍ୱରେ, ହଜାର ହଜାର ମହିଳା ମାନେ ବିରାଟ ପାଟୁଆରେ ଜୟ ନବୀନ, ବିଜୁ ବାବୁ ଫ୍ୟାନ ସଂଗୀତ ଓ ଜୟ ବିଜେଡି ନାରାରେ, ନୀଳଗିରି ସହରପ୍ରକମ୍ପିତହୋଇଥିଲା। ମହିଳା ମାନେ , ପାରମ୍ପାରିକ ନୃତ୍ୟ ସଂଗୀତ ରେ, ନାରୀ ନେତ୍ରୀ ମାନେ ବେଶ ଝୁମି ଉଠିଥିଲେ,ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ,, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁଭାଶିନୀ ଜେନା ଯୋଗଦାନ ଦେଇ, ଉପସ୍ଥିତ ରହିଥିବା ସମସ୍ତ ମହିଳା ମାନଂକୁ ସନ୍ନମାନ ଜଣାଇ,,ଶୁଭେଚ୍ଛା ଜ୍ଞାପନ କରିବା ଶହ, ଆଜିର ମହିଳା ସଶକ୍ତିକରଣ ଓ ସ୍ୱାଭିଲମ୍ବୀ ହେବାର ରାଜ୍ୟ ସରକାର ଯେଉଁ ସବୁ,, ଜନ କଲ୍ୟାଣ ପଦେକ୍ଷପ ନେଇଥିଲେ,,ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ଅଟେ,, ଏ ଆଜିର ମହିଳା ସମାବେଶ ରେ ନୀଳଗିରି କେସି ହାଇସ୍କୁଲ ପଡିଆରେ ଦଶ ହଜାର ରୁ ଉର୍ଦ୍ଧ ମା, ମାଉସୀ. ଭଉଣୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିବାରୁ, ଶ୍ରୀ ଖଟୁଆ ଙ୍କୁ ଧନ୍ୟବାଦ ଜଣାଇ ଥିଲେ,ତେଣୁ ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା,, ପ୍ରତି ବ୍ଲକ, ଏନ. ଏ. ସି.ଚେୟାରମ୍ୟାନ, ପ୍ରତି ପଂଚାୟତ ସଭାପତି ଙ୍କ ଶହ,ପ୍ରମ୍ମୁଖ ପଦାଧିକାରୀ, ବରିଷ୍ଠ ନେତୃମଣ୍ଡଳ,ହଜାର ହଜାର ବିଜୁ ମହିଳା ଦଳ ର ସଦଶ୍ୟା ଉପସ୍ଥିତ ରହିଥିଲେ, ରାଜ୍ୟ ସରକାର ମହିଳାମାନଙ୍କ ସ୍ୱାଭିଲମ୍ବୀ ପାଇଁ ବିଭିନ୍ନ ଜନ କଲ୍ୟାଣ ପଦେକ୍ଷପ ହାତକୁ ନେଇ,ମହିଳାମାନେ କିପରି ସମାନତା ସଶକ୍ତିକରଣ ହୋଇ ପାରିବେ ସେ ବିଷୟରେ କହିଥିଲେ,

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,