April 27, 2026

୧୫. ସେପ୍ଟେମ୍ବର.୨୦୨୪ ଅନୁସୂଚିତ ଜାତି. ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ମିଳିତ ନୂଆଁଖାଇ ଭେଟଘାଟ ତରା ଗାଁରେ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା

IMG-20240918-WA0002
Share

୧୫. ସେପ୍ଟେମ୍ବର.୨୦୨୪ ଅନୁସୂଚିତ ଜାତି. ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ମିଳିତ ନୂଆଁଖାଇ ଭେଟଘାଟ ତରା ଗାଁରେ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା ଏହାର ମୁଖ୍ୟ ଅତିଥି ଭାବେ LDA ପ୍ରତିଷ୍ଠାତା ଶ୍ରୀ ଲବ ସୁନା ଯୋଗଦେଇଥିଲେ ଏବଂ ଗାଁ ର ଅନୁସୂଚିତ ଜାତି.ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ର ଯୁବ ଛାତ୍ରଛାତ୍ରୀଙ୍କୁ ନିଜ ଆଧିକାର ବିଷୟରେ ଜଣେଇ ତାଙ୍କ ମନବୃଦ୍ଧି ଜାଗୃତ କରି ଗାଁ ର ସମସ୍ୟା ଗୁଡ଼ିକର ସମାଧାନ ଉପରେ ମଧ୍ୟ ଆଲୋଚନା କରି ଥିଲେ