April 26, 2026

ଉମରକୋଟ ସହର ସନ୍ତୋଷୀ ନଗର ଠାରେ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ପୂଜାର୍ଚ୍ଚନା…….

IMG-20240915-WA0058
Share

 

 

ଉମରକୋଟ:-(ଏମ. ଦିନା°ଶୁ ଆଚାରୀ) ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ମା’ଙ୍କ ଦୁର୍ଗାପୂଜା ପ୍ରସ୍ତୁତ ମଣ୍ଡପ ମେଡ଼ ଜୋରସରରେ ଚାଲିଛି ସଯୋବାଜ ରେ ନବରଙ୍ଗପୁର ଜିଲ୍ଲାରେ ଏଭଳି ଉମରକୋଟ ସହର ସନ୍ତୋଷୀ ନଗର ଠାରେ ଯାହା ପୂଜା କମିଟି ସଦସ୍ୟ ମାନେ ଦୀର୍ଘ ୨୭ବର୍ଷ ଧରି ଦୁର୍ଗାପୂଜା ପାଳିତ କରିଆସୁଛନ୍ତି ବର୍ତ୍ତମାନ ଶୁଭ ଖୁଣ୍ଟ ପୂଜା ଆଜି ସକାଳ ୮ଟା୪୫ମିନିଟ ସମୟ ମଧ୍ୟରେ ପୂଜା ଅର୍ଚ୍ଚନା କରାଯାଇଥିଲା ଦୁର୍ଗାପୂଜା କମିଟି ସଭାପତି ଭି.ବୁଜି, ଉପସଭାପତି ବାବୁ ଦଲାୟୀ, ସମ୍ପାଦକ ଶିବୁ ସ୍ୱାଇଁ, ରିଣ୍ଟୁ ତ୍ରିପାଠୀ, ମନଜ ମହାନ୍ତି ଲଳିତ ସେଠି,ସନ୍ତୋଷ ପାତ୍ର,ସୁବ୍ରତ ଦେବନାଥ, ଭି. ରଂଜିତ, ରାଜୁ ପଟ୍ଟନାୟକ, କାର୍ତ୍ତିକ ଚନ୍ଦ୍ର ନାୟକ, ପ୍ରମୁଖ ବରିଷ୍ଠ ବୃଦ୍ଧି ଜୀବି ଏବଂ ପୂଜା କମିଟି କର୍ମକର୍ତ୍ତା ଯୋଗ ଦେଇଥିଲେ।