September 21, 2024

ଫ୍ରାନ୍ସର ଲିଓନ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୭ତମ ‘ବିଶ୍ୱ ଦକ୍ଷତା ପ୍ରତିଯୋଗିତା – ୨୦୨୪’ରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓଡିଶାର ୧୫ ଜଣ ଛାତ୍ରଛାତ୍ରୀ ଚୟନ ହେବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ

Share

ଫ୍ରାନ୍ସର ଲିଓନ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୭ତମ ‘ବିଶ୍ୱ ଦକ୍ଷତା ପ୍ରତିଯୋଗିତା – ୨୦୨୪’ରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓଡିଶାର ୧୫ ଜଣ ଛାତ୍ରଛାତ୍ରୀ ଚୟନ ହେବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ l ଫ୍ରାନ୍ସ ଯିବା ପୂର୍ବରୁ ଓଡ଼ିଶାର ସେହି ଛାତ୍ରଛାତ୍ରୀଙ୍କୁ ନୂଆଦିଲ୍ଲୀ ଠାରେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ଭେଟି ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଛନ୍ତି l