September 21, 2024
Share

 

 

➡️ ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍‌ ଜମି..

ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରଖିଛନ୍ତି ଲିଖିତ ଉତ୍ତର..

 

➡️ରାଜ୍ୟରେ ବାର୍ଡ ଫ୍ଲୁ, ସ୍ଥିତି ପରଖିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌..

 

➡️ଦନ୍ତେୱାଡା-ବିଜାପୁର ସୀମା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ୯ ମାଓବାଦୀ ନିହତ..

 

➡️କର୍ଣ୍ଣାଟକ: ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର, ରାଜ୍ୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାମାରୀ ଘୋଷଣା କଲା ସ୍ଵାସ୍ଥ୍ୟ ବିଭାଗ..

 

➡️ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣl ପାଟଣାଗଡ଼ ଏଡିଜେ କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ,ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା

 

➡️ଡେବ୍ରିଗଡ ଅଭୟାରଣ୍ୟରେ ହାତୀ ‘ଖରସେଲ’ର ମୃତ୍ୟୁ l ୬୫ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ କାରଣରୁ ହାତୀର ମୃତ୍ୟୁ

 

➡️ଦୀର୍ଘ ୯ ମାସ ପରେ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ,ଓଟିଡିସିର ପ୍ରତିଷ୍ଠା ଦିବସରେ ଆଜି ସନ୍ଧ୍ୟାରେ ଶାନ୍ତିସ୍ତୁପ ଧଉଳିରେ ପୁଣି ଚାଲିବ ଆଲୋକ ଓ ଶଦ୍ଦ ଶୋ l ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ନିର୍ଦେଶକ ସମର୍ଥ ବର୍ମା ଓ ସ୍ଥାନୀୟ ବିଧାୟକ ବାବୁ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୋର ଶୁଭାରମ୍ଭ କରିବେ..

 

➡️ତାଳଚେର ଖଣି ଉପନିର୍ଦେଶକ ଧରଣୀଧର ନାୟକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ