ଭାରତୀୟ ଜନତା ପାର୍ଟି, ରାହାମା ମଣ୍ଡଳ ପକ୍ଷରୁ ରାହାମାସ୍ଥିତ ଜିତ୍ ମଣ୍ଡପ ଠାରେ ଆୟୋଜିତ ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳାରେ ଯୋଗଦେଲେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ
ଭାରତୀୟ ଜନତା ପାର୍ଟି, ରାହାମା ମଣ୍ଡଳ ପକ୍ଷରୁ ରାହାମାସ୍ଥିତ ଜିତ୍ ମଣ୍ଡପ ଠାରେ ଆୟୋଜିତ ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳାରେ ଯୋଗଦେଲେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ l ସଦସ୍ୟତା ଅଭିଯାନ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇ ୪୫ ଦିନ ଧରି ଚାଲିବ l ସମାଜର ସବୁ ବର୍ଗର ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ତଥା ଯୋଡ଼ି ହେବା ସହ ରାଜ୍ୟରେ ୧ କୋଟି ସଦସ୍ୟଙ୍କୁ ଭାଜପାରେ ସାମିଲ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଆମର ଲକ୍ଷ୍ୟ l