October 5, 2024
Share

 

 

୧-ଭୁବନେଶ୍ୱର:ସ୍ବତନ୍ତ୍ର ରାଜ୍ୟପାହ୍ଯା ମାନ୍ୟତା ପ୍ରସଂଗ:ମୋହନ ସରକାରଙ୍କୁ କଂଗ୍ରେସ, ବିଜେଡ଼ିର ନିଶାଣ।

 

୨-ଭୁବନେଶ୍ୱର:ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।

 

୩-ରାଜକନିକା:ପୁଅକୁ ଡ୍ରଗ୍ସ ମାମଲାରେ କହି…ବାପାଠୁ ଲୁଟି ନେଲେ ୫୦ ହଜାର।

 

୪-ବିଧାନସଭାରେ ସରକାରଙ୍କୁ ଘେରିଲେ ନବୀନ: କହିଲେ, ‘ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର’।

 

୫-ଚିଲିକା ପରେ ଭିତରକନିକା ନଦୀରେ ମିଳିବ କ୍ରୁଜର ମଜା । ଅଗଷ୍ଟ ପହିଲାରୁ ଜାତୀୟ ଉଦ୍ୟାନରେ ରହଣି ପାଇଁ ଆରମ୍ଭ ହେବ ହାଉସ୍ ବୋଟ୍।

 

୬-ବରଗଡ:କେଶୁରା ଛକସ୍ଥିତ ଏକ ମଣ୍ଡପରେ ଜୁଆ ଆଡ୍ଡାରେ ଚଢ଼ାଉ, ୧୨ ଲକ୍ଷ ଟଙ୍କା ଜବତ ଓ ୧୦ ଗିରଫ।

 

୭-ପାରାଦୀପ ବନ୍ଦରରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର କେନ୍ଦ୍ର ଉଦ୍‌ଘାଟିତ।

 

୮-ଓଡ଼ିଶା ସୀମା ଡେଇଁଲେ ଆଳୁ ଦାମ ଅଧା: ସୀମା ଆରପଟେ କିଲୋ ପିଛା ଦର ୨୦ରୁ ୩୦ଟଙ୍କା, ସୀମା ଏପଟେ ଓଡିଶାରେ ଦର ୪୦ରୁ ୬୦ ଟଙ୍କା।

 

୯-‘୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁ ଆଗକୁ ଯିବ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 

୧୦-କମିଶନରେଟ୍‌ ପୁଲିସ ହାତରେ ଧରାପଡିଲେ ବନ୍ଧୁକ ବେପାରୀ।

 

୧୧-ସୁକିନ୍ଦା ବିଧାନସଭା ନିର୍ବାଚନୀ ମାମଲା, ବିଧାୟକ ପ୍ରଦୀପ ବଳସାମନ୍ତଙ୍କୁ ହାଇକୋର୍ଟଙ୍କ ନୋଟିସ୍

 

୧୨-ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲା, ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଏକାଧିକ କ୍ଷତ ଯୋଗୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

 

୧୩-୧୦ବର୍ଷରେ ୪୮ଜଣଙ୍କର ହାଜତ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ।

 

୧୪-ଫୁଲି ଉଠୁଛି ମହାନଦୀ, ବିନିକା ସହରରେ ବନ୍ୟା ପାଣି ପ୍ରବାହିତ।

 

୧୫-ଭୁବନେଶ୍ୱର:ଅବକାରୀ ଯୁଗ୍ମ କମିଶନରଙ୍କ ଘରେ ରେଡ୍‌, ଏକାସାଙ୍ଗେ ୧୦ଟି ସ୍ଥାନରେ ଚାଲିଛି ରେଡ୍‌।

 

୧୬-ଶିମିଳିପାଳରେ ହେବ କଳାବାଘ ସଫାରୀ: ମିଳିଲା ‘ସେଣ୍ଟ୍ରାଲ ଜୁ ଅଥରିଟି’ର ଅନୁମତି।

 

୧୭-ଅଗ୍ନିପଥ ଯୋଜନା:ସଂସଦରେ ରାହୁଲ -ରାଜନାଥ ମୁହାଁମୁହିଁ।

 

୧୮-ପାଲ୍ଲେକେଲେ:ଭାରତ-ଶ୍ରୀଲଙ୍କା ୩ୟ T20 ଆଜି।

 

୧୯-RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ।BSc କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

 

୨୦-ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି, ଶୂନ୍ୟ କାଳରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର।

 

୨୧-ଲଗାତାର ପୋଲ ଭୁଶୁଡ଼ିବା ମାମଲା, ନୀତୀଶ ସରକାରଙ୍କୁ ଜବାବ୍ ତଲବ କଲେ ସୁପ୍ରିମକୋର୍ଟ।

 

୨୨-ଅଗଷ୍ଟ ୧୪ରୁ ନିଟ୍ ୟୁଜି କାଉନସେଲିଂ ଆରମ୍ଭ ହେବ।

 

୨୩-ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ୬୫% ସଂରକ୍ଷଣ ନିଷ୍ପତି ଉପରେ ରୋକ।

 

୨୪-ଦିଲ୍ଲୀ ଏମସିଡିର ବଡ଼ କାର୍ଯ୍ୟାନୁଷ୍ଠାନ । ସିଲ ହେଲା ବିକାଶ ଦିବ୍ୟକିର୍ତ୍ତୀଙ୍କ ‘ଦୃ୍ଷ୍ଟି’ ଆଇଏଏସ କୋଚିଂ ସେଣ୍ଟର।

 

*🙏 ସୁପ୍ରଭାତ 🙏*