October 5, 2024

ଆକ୍ସନ ମୂଡ଼ରେ ସର୍ବକନିଷ୍ଠ ବିଧାୟିକା ଉପାସନା ମହାପାତ୍ର l

Share

ଆକ୍ସନ ମୁଡ଼ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟିକା ଉପାସନା ମହାପାତ୍ର l ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ରେଣ୍ଢା, ହଳଦିଆ, କଡ଼ାଜିତ ଇତ୍ୟାଦି ଗ୍ରାମ ବୁଲି ବିଦ୍ୟାଳୟ, ରାସ୍ତା, ଦେବାଳୟ ଇତ୍ୟାଦି ର ଦେଖାଶୁଣା କରିବା ସହିତ ଏହା କିପରି ମରାମତି କରାଯିବ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l