June 29, 2026

ସମ୍ବଲପୁର:ଓସିଏ ର ସଭ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ନିଯୁକ୍ତି।ମହିଳା ଏସିଆ କପ୍-୨୦୨୪ ପାଇଁ ଭାରତୀୟ ମହିଳା ଟିମ୍ ର ମ୍ୟାନେଜର ଭାବେ ବିସିସିଆଇ ନିଯୁକ୍ତି ଦେଇଥିବା ନେଇ ଆଜି ଜଣାପଡିଛି

IMG-20240714-WA0032
Share

ସମ୍ବଲପୁର:ଓସିଏ ର ସଭ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ନିଯୁକ୍ତି।ମହିଳା ଏସିଆ କପ୍-୨୦୨୪ ପାଇଁ ଭାରତୀୟ ମହିଳା ଟିମ୍ ର ମ୍ୟାନେଜର ଭାବେ ବିସିସିଆଇ ନିଯୁକ୍ତି ଦେଇଥିବା ନେଇ ଆଜି ଜଣାପଡିଛି।ଆଗାମୀ ଜୁଲାଇ ୧୯ ତାରିଖରୁ ଶ୍ରୀଲଙ୍କା ଠାରେ ଅନୁଷ୍ଠିତ ହେବ।ଆସନ୍ତା ୧୬ ତାରିଖ ଦିନ ଭାରତୀୟ ମହିଳା ଟିମ୍ ଚେନ୍ନେଇରୁ ଯାତ୍ରା ଆରମ୍ଭ କରିବା କାର୍ଯ୍ୟକ୍ରମ ରହିଛି।

You may have missed