September 29, 2024
Share

୧-ଜନ୍ମମାଟିରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ।ଝୁମ୍ପୁରାର ବିକାଶ ମୋର ପ୍ରାଥମିକତା ହେବ-ମୁଖ୍ୟମନ୍ତ୍ରୀ

୨-ଭୁବନେଶ୍ୱର : ମିଳିବ ଆଶ୍ୱସ୍ତି। ୨୬ରୁ ବଢିବ ବର୍ଷା। ୨୬ରୁ ୨୮ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା।

୩-ସମ୍ବଲପୁରରେ ବ୍ୟାପିଛି କାମଳ, ୭୬ ଆକ୍ରାନ୍ତ: ପହଞ୍ଚିଲେ ସ୍ୱାସ୍ଥ୍ୟ ନିର୍ଦେଶାଳୟର ୨ ଜଣିଆ ଟିମ୍ ।

୪-ସୁବର୍ଣ୍ଣପୁର : ବୀରମହାରାଜପୁର ଥାନା ଚମ୍ପାମାଳରେ ସର୍ପ ଦଂଶନରେ ଜଣେ ସାପ ଧରାଳୀ ମୃତ।

୫-ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଦିନ ୧.୧୦ରେ ପହଣ୍ଡି ଆରମ୍ଭ, ଅପରାହ୍ଣ ୫ଟାରେ ହେବ ରଥଟଣା।

୬-ଭୁବନେଶ୍ୱର: ସ୍ବତନ୍ତ୍ର OJEE ଆରମ୍ଭ,୨୭ ତାରିଖରେ ହେବ ଶେଷ।

୭-ଫାଇଭ-ଟି ନାଁରେ ସ୍କୁଲ ଗୁଡ଼ିକରେ ଦୁର୍ନୀତି ହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟା ରଖି କହିଲେ ଗଣଶିକ୍ଷା ମନ୍ତ୍ରୀ।

୮-ହିନ୍ଦୋଳ: ରୁଙ୍ଗଟା କାରଖାନାରେ ଦୁର୍ଘଟଣା,ଲୁହା ବିମ୍ ଖସି ୨ ଶ୍ରମିକ ମୃତ,୧୦ ଗୁରୁତର।

୯-ଦରଦାମ ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ: ବେଆଇନ ଗଛିତ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

୧୦-ରଥଯାତ୍ରା ପାଇଁ ପ୍ରତି ବ୍ଲକ୍ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । ଓଡିଶାରୁ ଦେଶର ବିଭିନ୍ନ ତୀର୍ଥସ୍ଥଳୀକୁ ଚାଲିବ ବସ୍ ସେବା । ବଦଳିପାରେ ଲକ୍ଷ୍ମୀ ବସର ନାଁ ।

୧୧-ଆକାଶଛୁଆଁ ପରିବା ଦର, ଛତ୍ର ବଜାରରେ କଞ୍ଚା ଲଙ୍କା ଟପିଲା ୧୦୦ ଟଙ୍କା।

୧୨-ବିଜେଡ଼ି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ସାଂସଦଙ୍କ ବୈଠକ, ରାଜ୍ୟ ସଭାରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ।

୧୩-ରେଢ଼ାଖୋଲ: କଲେଜ ଆକାଉଣ୍ଟରୁ ସାଢ଼େ ୧୧ଲକ୍ଷ ଲୁଟ୍,ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଡ଼ିଟିପି ଅପରେଟର ଫେରାର।

୧୪-କଙ୍ଗାରୁକୁ ହରାଇ ସେମିରେ ଭାରତ, ଦିନିକିଆ ବିଶ୍ଵକପ୍‌ର ପ୍ରତିଶୋଧ ନେଲା ରୋହିତ ବାହିନୀ।

୧୫-ଜୁଲାଇରୁ ସାରା ଦେଶରେ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା।

୧୬-SIM କାର୍ଡ ପାଇଁ ବଦଳିଲା ନିୟମ, ୯ରୁ ଅଧିକ ସିମ୍ କିଣିଲେ ଦେବାକୁ ପଡ଼ିବ ମୋଟା ଜରିମାନା।

୧୭-ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ; ଫାଇଦା ନେବେ ଦଶମ ପିଲା।ଅଗ୍ନିବୀର ସ୍କିମ୍ ଅଧୀନରେ ଏହି ପଦବୀ ପୂରଣ ହେବ।

୧୮-ଲୋକସଭାରେ ସାଂସଦଙ୍କ ଶପଥ ପାଠ । ଓଡିଆରେ ଶପଥ ନେଲେ ସମ୍ବଲପୁର ଓ ସୁନ୍ଦରଗଡ ସାଂସଦ । ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡଙ୍ଗୀ

୧୯-ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଜ୍ୟସଭା ନେତା ଭାବେ ନିଯୁକ୍ତ।

୨୦-ଦିଲ୍ଲୀ ଅବକାରୀ ନୀତି ମାମଲା; ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି