ଖବର ଉପାନ୍ତ ଓଡିଶା ସମାଚାର କାଳିଆ ଦର୍ଶନ କରିଲେ ପ୍ରଭାତୀ ପରିଡା… upanta odisha June 8, 2024 Shareଆଜି ଦିନ ଦୁଇଟା ସମୟରେ ପୁରୀଜିଲ୍ଲା ନିମାପଡା ବିଧାନସଭା ର ବିଧାୟକ ପ୍ରଭାତୀ ପରିଡା କାଳିଆ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିଲେ l ପ୍ରଭାତୀ ଅପା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରିଙ୍କ ସହିତ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରିଥିଲେ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ Post Navigation Previous ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀ ଙ୍କୁ ଦୁଇ କିମି ଦୋଳା ରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ…Next ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ More Stories ଖବର ଉପାନ୍ତ ଓଡିଶା ସମାଚାର ମୋଦୀଜୀଙ୍କ ଜନ୍ମଦିନରେ ଶରଧାବାଲି ମଣ୍ଡଳର ବନ୍ଧୁ ମିଳନ ଓ ସମୂହ ଦୀପଦାନ upanta odisha September 18, 2026 ଖବର ଉପାନ୍ତ ଓଡିଶା ସମାଚାର ଆଶୀର୍ବାଦ ଦୀପ ସହ ସେବା ସଂକଳ୍ପ ଅଭିଯାନର ପ୍ରଥମ ଦିବସ ପାଳିତ upanta odisha September 18, 2026 ଖବର ଉପାନ୍ତ ଓଡିଶା ସମାଚାର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କଲେ ସହାୟ ଗୃହ ଓ ସକ୍ତି ଶଦନ ର ଅନ୍ତେବାସୀ ଓ ସମସ୍ତ କର୍ମକର୍ତ୍ତା upanta odisha September 18, 2026