ଖବର ଉପାନ୍ତ ଓଡିଶା ସମାଚାର କାଳିଆ ଦର୍ଶନ କରିଲେ ପ୍ରଭାତୀ ପରିଡା… upanta odisha June 8, 2024 Shareଆଜି ଦିନ ଦୁଇଟା ସମୟରେ ପୁରୀଜିଲ୍ଲା ନିମାପଡା ବିଧାନସଭା ର ବିଧାୟକ ପ୍ରଭାତୀ ପରିଡା କାଳିଆ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିଲେ l ପ୍ରଭାତୀ ଅପା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରିଙ୍କ ସହିତ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରିଥିଲେ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ Post Navigation Previous ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀ ଙ୍କୁ ଦୁଇ କିମି ଦୋଳା ରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ…Next ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ More Stories ଖବର ଉପାନ୍ତ ଓଡିଶା ଶିକ୍ଷା ସମାଚାର ଛତ୍ରପୁରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଶୁଭାରମ୍ଭ ୨୪ ଜଣ ଦିବ୍ୟାଙ୍ଗଙ୍କୁ ସ୍କୁଟି ବଣ୍ଟନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୬ ମିଟର ଦୌଡ଼ ସମଗ୍ର ଜିଲ୍ଲାରେ ‘ସେବା ସଂକଳ୍ପ ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ upanta odisha September 17, 2026 ଖବର ଉପାନ୍ତ ଓଡିଶା ସମାଚାର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା -୨୦୨୬-୨୭ ଉଦଘାଟିତ upanta odisha September 17, 2026 ଖବର ଉପାନ୍ତ ଓଡିଶା ସମାଚାର ପବିତ୍ର ନୂଆଁଖାଇ ଅବସରରେ କେନ୍ଦୁ ଗୁଡିଆ ଓ ବରଗଡ଼ ବି.ପି.ଜେ.ପି ଠାରେ ରକ୍ତ ଦାନ ଶିବିର #୬୬ୟୁନିଟ ରକ୍ତ ସଂଗୃହୀତ upanta odisha September 17, 2026