September 29, 2024
Share

 

୧-ରାଜ୍ୟପାଳଙ୍କୁ ଓଡ଼ିଶାର ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ।

୨-ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ, ଚିନ୍ତା ପ୍ରକଟ କଲେ ରାଜ୍ୟପାଳ: ବିନା ବାଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ।

୩-ଜୁନ ୨୪ ତାରିଖରେ ଆରମ୍ଭ ହେବ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା।ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମା ରହିଛି

୪-ଆଜିଠାରୁ+୨ ନାମଲେଖା ଆବେଦନ ଆରମ୍ଭ, ଅଗଷ୍ଟ ପହିଲାରୁ ପାଠପଢ଼ା।

୫-ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧ ବୃଦ୍ଧା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକ।

୬-ଶପଥ ଗ୍ରହଣ ପାଇଁ ପ୍ରସ୍ତୁତ ହେଲାଣି ଜନତା ମଇଦାନ, ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀ ମୁହାଁ ଓଡ଼ିଶା ନେତା।

୭-ବଦଳିଲା ସରକାର:ମମତା,କାଳିଆ, ହରିଶ୍ଚନ୍ଦ୍ର ଯୋଜନା ଭବିଷ୍ୟତକୁ ଦ୍ବନ୍ଦ।

୮-କଟକ:SCBରେ ନିଯୁକ୍ତି ପାଇବେ ୧୬୫ ଡାକ୍ତର।

୯-CMOରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର୍‌. ବାଲକ୍ରିଷ୍ଣନ।

୧୦-ଲକ୍ଷ୍ମୀ ବସରୁ ହଟିଲା ‘ଶଙ୍ଖ ଷ୍ଟିକର୍’ ଓ ‘ମିଶନ୍ ଶକ୍ତି’ ଲେଖା।

୧୧-ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍‌ଚାର୍ଜ ଆଡ୍‌ଭୋକେଟ୍‌ ଜେନେରାଲ।

୧୨-ଅଧାରେ ରହିଗଲା ନବୀନଙ୍କ ସ୍ବପ୍ନ; ଭାଙ୍ଗିପାରିଲେନି ଚାମଲିଂ ରେକର୍ଡ।ଇତିହାସ ରଚିବାକୁ ଆଉ ହାତରେ ଥିଲା ୭୪ ଦିନ ବାକି ।

୧୩-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ହେବାର ସମ୍ଭାବନା ।

୧୪-ଗାଁରେ ବଢ଼ିବାରେ ଲାଗିଛି ତାଳସଜର ଚାହିଦା,ଗରିବ ଲୋକଙ୍କୁ ଯୋଗାଉଛି ରୋଜଗାରର ପନ୍ଥା।

୧୫-ନୂଆ ଦିଲ୍ଲୀ: ଉଠିଲା ଆଚରଣବିଧି କଟକଣା, ମାର୍ଚ୍ଚ ୧୬ରେ ଜାରି କରାଯାଇଥିଲା।

୧୬-ବେଙ୍ଗାଳୁରୁ:ଇନଫୋସିସ୍ କ୍ଯାମ୍ପସ ନିଯୁକ୍ତି ୭୬% କମିଲା।

୧୭-ନୂଆ ଦିଲ୍ଲୀ:ନବ ନିର୍ବାଚିତ ୫୦୪ ସାଂସଦ କୋଟିପତି,TDPର ଚନ୍ଦ୍ରଶେଖର ସବୁଠୁ ଧନୀ।

୧୮-ଟି-୨୦ ବିଶ୍ୱକପ୍ ୨୦୨୪ରେ ବଡ ବିପର୍ଯ୍ୟୟ, ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା।

୧୯-୯ ତାରିଖରେ ପ୍ରଧାନମନ୍ତ୍ରୀ ନେବେ ଶପଥ: ସଂସଦୀୟ ଦଳ ବୈଠକ ପୂର୍ବରୁ ୨୦ ଓଡିଶା ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା।

୨୦-୧୨ ତାରିଖରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ,ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ.. ଅମରାବତୀରେ ହେବ ଶପଥ ଗ୍ରହଣ ଉତ୍ସବ।

୨୧-ଚଣ୍ଡୀଗଡ଼:କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ କର୍ମୀ।

୨୨-ରାଷ୍ଟ୍ରପତିଙ୍କୁ ଲୋକସଭା ନିର୍ବାଚନ ଫଳାଫଳ ପ୍ରଦାନ କଲେ ନିର୍ବାଚନ କମିଶନ।

୨୩-ଇଣ୍ଡିମେଣ୍ଟରେ ଫାଟ – ୩୭ ଆସନ ଜିତିବାରୁ ଅଖିଳେଶଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି।

*🙏 ସୁପ୍ରଭାତ 🙏*