April 25, 2026

ଅଷ୍ଟମ ଜିଲ୍ଲା ସ୍ତରୀ ୟ ଜୁନିୟର ରେଡ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

WhatsApp Image 2023-02-27 at 18.36.35
Share

 

ଅଷ୍ଟମ ଜିଲ୍ଲା ସ୍ତରୀ ୟ ଜୁନିୟର ରେଡ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ମୋହନା ତା ୨୭.୦୨.୨୦୨୩. ଅଷ୍ଟମ ଜିଲ୍ଲାସ୍ତ୍ ରୀୟ ଜୁନିୟର ରେ଼ଡ କ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ମୋହନା ବ୍ଲକ ର ସରକାରୀ ଉଚ୍ଚ ବିଦ୍ୟାଳୟ ସିକୁଲିପଦର୍ ଠା ରେ ଉଦଘାଟିତ ହୋଇଯାଇଛି । ଏ ହି ଶିବିର ୨୭.୨୮.୦୧.୦୩.୨୦୨୩ ତିନି ଦିନ ଧରି ଚାଲୁରହିବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ। ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ସଂଗ୍ରାମ ଶେଖର ପଣ୍ଡା । ମୁଖ୍ୟଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ skcg ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ତ୍ରପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ଗଜପତି ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ପ୍ରଦୂଷ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋ ଜିତ୍ ଶିବିରରେ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୩୦୦ଜୁନିୟରସ୍ ଓ ୧୦୦ଜଣ ପ୍ରଶିକ୍ଷକ ଯୋଗ ଦେଇ ଛନ୍ତି। ଶିବିର ନିର୍ଦେଶକ ଶ୍ରୀ ଦେବଦାସ ତାମାରପୁ । ଜିଲ୍ଲା ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଟି ରେଡକ୍ରସ୍ରର ମାର୍ଗଦର୍ଶକ ଶ୍ରୀ ସୁଜନ ମଲ୍ଳିକ ଓ ଶ୍ରୀ ନରହରି ପ୍ରଧାନ ସମ୍ବଳ ସାଧନକର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ । ଭାରପ୍ରାତ