November 23, 2024
Share

୧-୩୨ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,୬୯୯୩ କୋଟିର ନିବେଶ,୨୪,୫୦୮ ନିଯୁକ୍ତି ସୁଯୋଗ।

୨-ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,OTET ପାସ୍ କରିଥିଲେ ହେବେ ଏକ୍ସ କ୍ୟାଡ଼ର ସହକାରୀ ଶିକ୍ଷକ।

୩-୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ସିଭିଲ ସର୍ଭିସ କୋଚିଂ: ଆରମ୍ଭ ହେଲା ଆବେଦନ,ମେ’ ୫ରେ ପରୀକ୍ଷା।

୪-ଉଲିବୁରୁ ଖଣି ଦୁର୍ନୀତି ମାମଲା,କଲକାତା ସମେତ ଓଡ଼ିଶାର ୨୦ ସ୍ଥାନରେ ଇଡି ଚଢାଉ।

୫-ଜାଲ କାଗଜ ପତ୍ରରେ ଅର୍ଥ ଆତ୍ମସାତ:RSP AGMଙ୍କୁ ୨ ବର୍ଷ କାରାଦଣ୍ଡାଦେଶ।

୬-ରାଜଧାନୀର ନିଳାଦ୍ରୀବିହାର ଅଞ୍ଚଳରେ ବୋମାମାଡ଼: ୨ ଆହତ, କାର ଭାଙ୍ଗି ଚୁରମାର।

୭-ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍‌ଲାଇନ୍‌ ଜାରି।

୮-କଟକ:ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୯-ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା।

୧୦-ଆସନ୍ତା ୫ରେ ମାଲକାନଗିରି ବିମାନ ବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ।

୧୧-ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ : ୧୧୫୨ ନୂଆ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି।

୧୨-ରାଜଧାନୀ ମୁହାଁ ବିଜେଡି ନେତା: କ୍ଷମତା କେନ୍ଦ୍ରରେ କାଟୁଛନ୍ତି ଚକ୍କର, ନବୀନ ନିବାସରେ ଆଶାୟୀଙ୍କ ଭିଡ଼।

୧୩-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୧୪-ଚର୍ଚ୍ଚାରେ ଅନନ୍ତ-ରାଧିକା ପ୍ରି-ୱେଡିଂ ସମାରୋହ । ଜାମନଗରରେ ଜମିଛି ହାଇପ୍ରୋଫାଇଲ ଅତିଥିଙ୍କ ଭିଡ଼।

୧୫-ପୁଣି ୪ ଆଇପିଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର।

୧୬-କେନ୍ଦୁଝର: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବାପାକୁ ୨୦ ବର୍ଷ ଓ ପୁଅକୁ ୨୫ ବର୍ଷ ଜେଲ।

୧୭-ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢ଼ିଲା ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି।

୧୮-ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ: ନବୀନ ନିବାସ ଘେରିବାକୁ ଯିବା ବେଳେ ରାଜମହଲ ଛକରେ ଅଟକାଇଲା ପୁଲିସ।

୧୯-ଭୁବନେଶ୍ୱର ରାଜଭବନ ପଛ ରାଧାକୃଷ୍ଣ ମନ୍ଦିର:ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି; ‌ଅଧା ବାହାଘରରୁ ବରକୁ ଉଠାଇନେଲା ପୋଲିସ।

୨୦-କାନପୁରରୁ କୁବେର ସମ୍ପତି ଜବତ । ତମ୍ବାଖୁ କମ୍ପାନୀ ମାଲିକଙ୍କ ୨୦ ଠିକଣାରୁ ମିଳିଲା ୫କୋଟି ନଗଦ ଟଙ୍କା ସହ ୬୦କୋଟି ମୂଲ୍ୟର ଦାମୀ କାର।

୨୧-ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆରବିଆଇର ବଡ ସୂଚନା । -ବ୍ୟାଙ୍କକୁ ଫେରିସାରିଛି ୯୭.୬୨ ପ୍ରତିଶତ ନୋଟ।

୨୨-ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା।ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ ଅର୍ଥ ହେରଫେର ଅଭିଯୋଗରେ ଏହି ଜରିମାନା ଲାଗୁ।