ଉମରକୋଟ ଵ୍ଳକ ରେ ପଥପ୍ରାନ୍ତ ନାଟକ…………
ଉମରକୋଟ:- ନଂଵରଙ୍ଗପୁର ଜିଲ୍ଲାର ଉମରକୋଟ ଵ୍ଳକ ପଂଚାୟତ ଗ୍ରାମ ମାନଙ୍କ ରେ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ନଂ-୪୬/୨୦୨୪ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଗତ ତା-୭-୦୨-୨୦୨୪ ରିଖ ଠାରୁ ସରକାରଙ୍କର ଜନହିତ ଯୋଜନା ଗୁଡିକ ବ୍ଳକ କଳା ସଂସ୍କୃତି ସଂଘର ସଦସ୍ୟ ତଥା କଳାକାରମାନେ, (ନାଟ ଗୁରୁ)ମାନେ ପଥ ପ୍ରାନ୍ତ ନାଟକ କରି ଆଞ୍ଚଳିକ ଭାଷାରେ ସରକାର ଙ୍କ ଦ୍ଵାରା ପରିଚାଳିତ ୧୫ ଗୋଟିଏ ଯୋଜନା ଯଥା ମଧୁଵାଵୁ ପେନସନ,ମୋମତା ଯୋଜନା, ଲକ୍ଷ୍ମୀ ବସ୍,ଆମ ଓଡ଼ିଶା ନବିନ ଓଡିଶା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ମିଶନ ଶକ୍ତି, ଫସଲ ବୀମା ଯୋଜନା,ଫସଲ ରୁଣ ସୁଧ ରିହାତି, ଆମ ହସ୍ପିଟାଲ , କ୍ରୀଡ଼ା ,୫ଟି ହାଇସ୍କୁଲ ରୂପାନ୍ତରୀ କରଣ, ଜନଜାତି ସ୍ବତନ୍ତ୍ର ଉନ୍ନୟନ ପରିଷଦ,ଆମଵେଙ୍କ୍ ,ଆମ ଐତିହ୍ୟ, ବିଷୟକୁ ନେଇ ଉମରକୋଟ ଵ୍ଳକ କଳାସସ୍କୃତିକ ସଂଘର ଉପସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ,କଡ୍ ନେଟର ତଥା ବିଏସଏସ୍ ଶ୍ରୀଯୁକ୍ତଦେବାଶିଷ ମହାନ୍ତି, ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତ ରେ ୫୨ଟି ଟୃପ ( ଦଳ) ୭୮୦ ରାଜସ୍ୟ,ଓ ଆମଲେଟ୍(ପଡା ଗ୍ରାମକୁ) ଯାଇ ନାଟକ ମାଧ୍ୟମରେ ସଚେତନତା କରୁଛନ୍ତି, ଏଥିରେ ପ୍ରାୟ ୬୫୦ ଜଣ କଳାକାର(ଗୁରୁ) ନିୟଜନ ହୋଇଛନ୍ତି ସେଥି ମଧ୍ୟରୁ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀସନ୍ତୁ ଭତ୍ରା, ମାଁ ପେଣ୍ଡ୍ରାଣୀ କଳା ଓ ସଂସ୍କୃତି ସଂଘର ସାଧାରଣ ସଂପାଦକ ଗୁରୁ ଶ୍ରୀ ପର୍ଶୁରାମ ନାୟକ, ସଭାପତି ଗୁରୁ ଶ୍ରୀ ସିମାଞ୍ଚଳ ନାହାକ, ଗୁରୁଶ୍ରୀ ପେଣ୍ଡ୍ରାପ୍ରସାଦ ନାୟକ, ଗୁରୁଧନେଶ୍ଵର ନାୟକ, ଗୁରୁ ଵ୍ଳକ କୋଷାଧ୍ୟକ୍ଷ,ମିରିଭତ୍ରା, ଡମ୍ଭୁରୁ ଭତ୍ରା,ଭାରତ କଳା ନିକେତନର ନିର୍ଦେଶିକା ତଥା ଅଧୟାପିକା ଶ୍ରୀସତୀ ମଧୁସ୍ମିତା ପାତ୍ର, ଧନସିଂଭତ୍ରା,,ଧନସାନ୍ତା,ବାଲିସାନ୍ତା,ରୁପଭତ୍ରା, ବଲଦାସ ପନକା, ସୁକରାମ ଗୋଣ୍ଡ,ରାମବତୀ ଗୋଣ୍ଡ,ତୁଲେସ ଭତ୍ରା, ରଘୁନାଥ ଭତ୍ରା,ନରହରି ଭ୍ରାତା,କୁଶ ଗୈାଡ, ସତ୍ୟଭତ୍ରା,ଦୁର୍ଜଧନ ଭତ୍ରା ,ପଞ୍ଚୁପୂଜାରୀ, ରାଜେନ୍ଦ୍ର ହରି ଜନ, ତ୍ରିଲୋଚନ ନାୟକ, ଜଗନ୍ନାଥ ନାୟକ, ଧନୀ ରାମ ନାୟକ,ରମାଞ୍ଚ ଗୈାଡ, ଫୁଲସିଂ ମାଝୀ, ଡମ୍ଭୁରୁ ଧର ଵନ୍ଞ୍ଜରା, ଭିଙ୍ଗୁକମାର,ସୋମନାଥ ଭତ୍ରା, ଭାଗିରଥି ହରିଜନ,ରାଇଧର ଭତ୍ରା, କୋମଳ ଭତ୍ରା,ଗୋପିଚନ୍ଦ୍ର ଗୋଣ୍ଡ, ରାଜେନ୍ଦ୍ର ଭତ୍ରା, ଜଗବନ୍ଧୁ ଭତ୍ରା,ଅନ୍ତ ଭତ୍ରା,ଫଦ୍ମଭତ୍ରା,ପଞ୍ଚୁଭତ୍ରା, ତ୍ରିଲୋଚନ ଭତ୍ରା, ପୂର୍ଣ୍ଣ ଭତ୍ରା,ରାମଭତ୍ରା,କୁମଭତ୍ରା, ସମେତ ଉମରକୋଟ ଅଞ୍ଚଳର,କଳାକାର ଯୋଗ ଦେଇଥିଲେ(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)