August 27, 2026

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ନୂତନ କର୍ମୀଙ୍କ ମିଶ୍ରଣ କାର୍ଯ୍ୟ କ୍ରମ…

uhjgyi
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳ ର କର୍ମୀ ଓ ନେତା ଙ୍କୁ ନେଇ ନବରଙ୍ଗ ପୁର ଜ଼ିଲ୍ଲା ତଥା ନବରଙ୍ଗ ପୁର ନିର୍ବାଚନ ମଣ୍ଡଳୀ ର ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଅନାମ ଦିଆନ ଆଜି ସନ୍ଧ୍ୟା ରେ ପ୍ରଦେଶ କଂଗ୍ରେସ କାର୍ଯାଳୟ ଠାରେ ପିସିସି ସଭା ପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଓଡିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଙ୍କ ଉପସ୍ଥିତି ରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ରେ ସାମିଲ ହୋଇଥିବା ଜଣାଯାଇଛି I ଏଥି ପୂର୍ବରୁ ଦଳର ପ୍ରାଥମିକ ସଦସ୍ୟ କରିବା ପାଇଁ ଅନାମୁ ଦରଖାସ୍ତ ଦେଇଥିଲେ I ବହୁକଳ୍ପନା ଜଳ୍ପନା ର ଅନ୍ତ ଘଟାଇ କର୍ମୀ ଓ କର୍ମକର୍ତ୍ତା ଙ୍କ ପରାମର୍ଶ କ୍ରମେ ଶ୍ରୀ ଦିଆନ ଦଳ ରେ ଯୋଗ ଦେଇଥିବା ଚର୍ଚ୍ଚା ଜୋର ଧରିବାର ଲାଗିଛି I . କୋରାପୁଟ ଜ଼ିଲ୍ଲା ପ୍ରତନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡ଼ିଆ I