November 23, 2024
Share

 

୧-ଅଯୋଧ୍ୟା:ଆଜି ବିରାଜିବେ ରାମଲାଲା, ଅପରାହ୍ନ ୧୨ଟା୨୦ରୁ ୧ଟା ମଧ୍ୟରେ ପ୍ରାଣ ପ୍ରତିଷ୍ଠା।ପୂରଣ ହେବ ବର୍ଷ ବର୍ଷର ସ୍ବପ୍ନ।

୨-ଭୁବନେଶ୍ୱର:ଆସନ୍ତାକାଲିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆରମ୍ଭ।

୩-ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ, ଓଡ଼ିଶାର ଗାଁଠୁ ସହର ପ୍ରବଳ ଉତ୍ସାହ: କେଉଁଠି ହୋମଯଜ୍ଞ, କେଉଁଠି ବାହାରିଲାଣି ରାଲି।

୪-ଖୋଲିଲା ସମ୍ ହସପିଟାଲ-୨, ଓଡ଼ିଶାବାସୀଙ୍କ ପାଇଁ ଫୁଲନଖରା କ୍ୟାମ୍ପସ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ।

୫-ବହୁଳ ବ୍ୟବହାର କରାଯିବ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଉନ୍ମୋଚିତ ଲୋଗୋ, ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ ଭବିଷ୍ୟତ।

୬-ସତ୍ୟବାଦୀ:୨୪ ତାରିଖରେ ଉଦ୍‌ଘାଟିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ।

୭-ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା: ପାରାଦୀପ ଓ ନୟାଗଡ଼ରେ ଦେବବରଣ ପରେ ଚାଲିଛି ହୋମଯଜ୍ଞ।

୮-ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସମ୍ବଲପୁରରେ ଜଳିବ ୧ଲକ୍ଷ ୧୧ ହଜାର ୧ଶହ ୧୧ ଦୀପ।

୯-କନ୍ଧମାଳରେ ମେଗା ନିଯୁକ୍ତି ମେଳା ଆୟୋଜିତ, ଯୋଗଦେଲେ ୨୦ ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀ।

୧୦-୨୭ରେ ହେବ ମା’ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଯଜ୍ଞରେ ଅର୍ଘ୍ୟ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

୧୧-ରାଉରକେଲା:୪ର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ରେଡ୍‌, ମିଳିଛି ନଗଦ ୫ କୋଟି, ୪ କିଲୋ ସୁନା।

୧୨-ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼, କୃଷ୍ଣ ବଳରାମକୁ ମାରିବାକୁ କଂସଙ୍କ ରଙ୍ଗ ସଭା ଆୟୋଜନ।

୧୩-ବାହାନଗା ରେଳ ଦୁର୍ଘଟଣା: ତତ୍କାଳୀନ ଷ୍ଟେସନ ସୁପରିନ୍‌ଟେଣ୍ଡେଣ୍ଟ ଓ ଡିଭିଜନାଲ ଟ୍ରାଫିକ୍ ଇନସପେକ୍ଟର ଚାକିରିରୁ ବହିସ୍କୃତ।

୧୪-୨୦୨୩ ପାଇଁ ରାଜ୍ୟପାଳ ମେଡାଲ ଘୋଷଣା ,୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର।

୧୫-ଡାଇକେନ କରେନ୍ସି ନାଁରେ ଠକେଇ: ବଲାଙ୍ଗୀରରେ ଠାବ ହେଲା ଗ୍ୟାଙ୍ଗ।

୧୬-ଶିମିଳିପାଳରେ ଲଗାଣ ବର୍ଷା, ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ କଲା ପ୍ରଶାସନ।

୧୭-ଭଦ୍ରକ, ରାଣୀତାଲ:୩ ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍ , ଡ୍ରାଇଭର୍‌ ଫେରାର୍‌।

୧୮-କଳାହାଣ୍ଡିରୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ । ୧୨ ଦିନ ହେଲା ମୃତ ପୁଅର ଶବ ପାଇଁ ସଂଘର୍ଷ କରୁଛି ଗରିବ ପରିବାର।

୧୯-ଆଦିବାସୀଙ୍କ ସ୍ବାର୍ଥକୁ ସରକାରଙ୍କ ଗୁରୁତ୍ୱ,ଲାଗୁ ହେବ ‘ପେସା’ ଆଇନ।

୨୦-ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାକୁ ସ୍କଚ୍ ପୁରସ୍କାର।

୨୧-ମାନିଲେ ସାନିଆ – ଶୋଏବଙ୍କ ସହ ହୋଇଛି ଛାଡପତ୍ର।

୨୨-ଭାରତୀୟ ନୁହେଁ ଆଫଗାନିସ୍ତାନରେ ମୋରୋକୋ ବିମାନ ଦୁର୍ଘଟଣାଗ୍ରସ୍ତ – ମନ୍ତ୍ରାଳୟ।