November 24, 2024
Share

ମୁଖ୍ୟ ୧-ସ୍ପଷ୍ଟ ଅକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

୨-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଗାଁ ଗାଁରେ ବୁଲୁଛି ଅର୍ପଣ ରଥ

୩-ମାଷ୍ଟରକ୍ଯାଣ୍ଟିନ, ଭୁବନେଶ୍ୱର: ପ୍ରଥମେ ଗୁପଚୁପ୍ ଖାଇବାକୁ ନେଇ ରାଜଧାନୀରେ ହାତାହାତି ହେଲେ ୪ ଯୁବତୀ

୪-ଆଜି ହୀରାକୁଦରେ ହେବ ପକ୍ଷୀଗଣନା, ୩୨ଟି ଟିମ କରିବେ ପକ୍ଷୀ ଗଣନା

୫-ବଢିବ ରାତି ତାପମାତ୍ରା, ୯ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

୬-୧୦ ଦିନ ପରେ ବି ହଟୁନି ହାଇଟେକ୍ ସସପେନ୍ସ; ଶବ ନେବାକୁ ଚାହିଁ ବସିଛନ୍ତି ଦିଲୀପଙ୍କ ମାଆ

୭-ଆଜିଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଡାକରା; ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ

୮-ଭୁବନେଶ୍ୱର: ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ପାଇବେ କୃଷ୍ଣା ମହାନ୍ତି

୯-ଭୁବନେଶ୍ୱର:ଚୋର ଧରାଇଲେ ମିଳିବ ୧୦ହଜାର ପୁରସ୍କାର: କମିଶନରେଟ ପୋଲିସ୍

୧୦-ଶିମିଳିପାଳ ଜଙ୍ଗଲରେ ବିରଳ କଳାବାଘ, ଶରୀରରେ ପଡିଛି ମୋଟା ବହଳର କଳାପଟି

୧୧-ସ୍କୁଲରେ ହେବ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ, ଶିକ୍ଷାର୍ଥୀ ଲେଖିବେ ‘ମୋ କଥା, ମୋ କାହାଣୀ’

୧୨-ଚିଲିକା ଭିତରେ ଫସିଲେ କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀ, ଉଦ୍ଧାର ପାଇଁ ଗଲେ ଓଡିଶା ମାରିନ ଷ୍ଟାଫ।

୧୩-ଅପରେସନ ହ୍ୱାଇଟ୍ ସ୍ପାଇଡର, ଡିସେମ୍ୱରରେ ଗିରଫ ହୋଇଛନ୍ତି ୧୬ ନିଶା ବେପାରୀ

୧୪-ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମି। କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କଲେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍

୧୫-ମାଲକାନଗିରି ବିମାନବନ୍ଦରର ଟ୍ରାଏଲ ରନ୍ ସଫଳ; ପରୀକ୍ଷାମୂଳକ ଭାବେ ଓହ୍ଲାଇଲା VT- ୧୦୦ ଫ୍ଲାଇଟ୍

୧୬-ନୂଆ ପ୍ରଭାରୀଙ୍କ ନୂଆ ରଣନୀତି: ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ

୧୭-ସୋନପୁର, ତରଭା: ମହିଳାଙ୍କୁ ମାରି ପୋଡ଼ି ଥିଲେ;ପୋଲ ତଳୁ ଦରପୋଡ଼ା ମୃତଦେହ ଜବତ

୧୮-ନୂଆ ଦିଲ୍ଲୀ:ଫେକ୍ ସିମ୍ କାର୍ଡର ହଟସ୍ପଟ ପାଲଟିଛି ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଆସାମ

୧୯-ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟିପଣୀ, ମାଳଦ୍ୱୀପର ୩ ମନ୍ତ୍ରୀ ସସ୍‌ପେଣ୍ଡ

୨୦-ଢାକା:ବାଂଲାଦେଶରେ ପଞ୍ଚମ ଥର ପାଇଁ ଶେଖ୍ ହାସିନା ସରକାର