June 16, 2026

ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କଲେ ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ….

uiguoii
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ସଭା ଗୃହ ରେ 5t ସମେତ ଏସ ଏଫ ସି. ଟି ଏଫ ସି. ଏନଆରଜିଏ. ଏମଜିଏନଆରଜିଏ ଉନ୍ନୟନ ମୂଳକ କାମର ସମୀକ୍ଷା କରିଥିଲେ ଜ଼ିଲ୍ଲା ମୁଖ୍ୟ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇସଲୱାର କରି ସାରିବା ପରେ ରୂପାନ୍ତର ହୋଇଥିବା ବସ ରହଣି. ଏବଂ ଷୋଡରଙ୍ଗା ନୂତନ ବସ ରହଣି. ଏବଂ 5t ସ୍କୁଲ ଗୁଡିକ ପରିଦର୍ଶନ କରିଥିବାର ଜଣାଯାଇଛି I ସମୀକ୍ଷା ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋଗ୍ରାମ ମେନେଜର ଆର ହେଚ ଗୌରୀ ସଙ୍କର ସାହୁ ସି ପି ଜନ ପ୍ରିୟ ରଥ ଡି ଏସ ସି ସୀମା ସାମ କରି. ଅନିଲ ମହାରଣା.ବିଡିଓ ଲଳିତ ମଣ୍ଡଳ. ସହକାରୀ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ନନ୍ଦ. ସନ୍ତୋଷ ବାଗସିଂ ସମୀକ୍ଷା କରିଥିବା ବେଳେ. ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଶ୍ରୀ ସମୟ ମାରାଣ୍ଡି. Weo ଆକାଶ ଜେନା. ପିଇଓ ଶରତ ଦାସ. ମୁରଲୀ ପଟ୍ଟନାୟକ.ଙ୍କ ସମେତ ସମସ୍ତ କନିଷ୍ଟ ଯନ୍ତ୍ରୀ. ପିଇଓ. ଜି ଆର ଏସ ଉପସ୍ଥିତ ଥିବାର ଜଣା ଯାଇଛି ସପ୍ତାହ କୁ ଥରେ ଜୟପୁର ଠାରୁ ଯନ୍ତ୍ରୀ ଆସୁ ଥିବାରୁ ଏନ ଆର ଇ ଜିଏ ଏବଂ ଏମ ଜି ଏନ ଆର ଜି ଏ କାମ ମନ୍ଥର ଗତିରେ ଚାଲୁଥିବା ର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed