September 21, 2024

କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ

Share

କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ

 

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ର ହାର୍ଦିଲୀ ପଞ୍ଚାୟତର ପୁର୍ବତନ ପଞ୍ଚାୟତ ସଭାପତି କଂଗ୍ରେସର ଶ୍ରୀ ସବୁ ମୁଦୁଲି ଏବଂ ଜାନୀ ସାହିର ୬୦ ରୁ ୭୦ ମହିଳା ପୁରୁଷ କଂଗ୍ରେସ ଦଳ କୁ ଛାଡ଼ି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିତିଆଦର୍ଶ କୁ ଅନୁପ୍ରାଣୀତ ହୋଇ ପୁର୍ବତନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ବରେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି। ଆସନ୍ତା ନିର୍ବାଚନରେ ଗତି ଦଶବର୍ଷ ହେଲା ଜୟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କ’ଣ କରିଛି ତାର ଜବାବ ଦେବୁ କହୁଥିଲା ନୂତନ ଭାବରେ ଯୋଡ଼ି ହେଇଥିବା କ୍ରର୍ମ ମାନେ ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଓପାନ୍ତ ଓଡିଶା ଖବର I