April 27, 2026

ଉଦୟଗିରି ବ୍ଲକ ଡାବରାଗୁଡ଼ା ପଞ୍ଚାୟତର ତଇ ଗ୍ରାମରେ ନୂତନ ଚର୍ଚ୍ଚ ଗୃହ ଉଦଘାଟନ —

IMG-20231207-WA0021
Share

ଉଦୟଗିରି ବ୍ଲକ ଡାବରାଗୁଡ଼ା ପଞ୍ଚାୟତର ତଇ ଗ୍ରାମରେ ନୂତନ ଚର୍ଚ୍ଚ ଗୃହ ଉଦଘାଟନ —

ପାରଳାଖେମୁଣ୍ଡି (ଆ.ପ୍ର) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଅନ୍ତର୍ଗତ ଡାବାରାଗୁଡା ପଞ୍ଚାୟତର ତଇ ଗ୍ରାମରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠିରୁ ୭ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଚର୍ଚ୍ଚ ଗୃହକୁ ବୁଧବାର ଆର.ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବରଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ଏଥିରେ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଡିଓ ସମ୍ମାନିତ ଅତିଥି ଲରିମନ ଖର୍ସେଲ ଜିଲ୍ଲା ପରିଷଦ ସଭ୍ୟା ଯମୁନା ଦଳବେହେରା,ସ୍ଥାନୀୟ ସରପଞ୍ଚ ଯିଖରୀୟ ରଇତ, ସମିତିସଭ୍ୟ ସାମୁଏଲ ଗମାଙ୍ଗ,ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ସର୍ବେଶ୍ବର ସାହୁ, ଜିପିଇଓ ,ପିଇଓ ଶଶାଙ୍କ ଶେଖର ସୁବୁଦ୍ଧି, ଅନାମ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।