October 21, 2026

ହାତୀ ଦେଖିବାକୁ ଲୋକଙ୍କ ଭିଡ଼

IMG-20231123-WA0039
Share

ହାତୀ ଦେଖିବାକୁ ଲୋକଙ୍କ ଭିଡ଼

ହାଟଡିହି ବ୍ଲକ ଅନ୍ତର୍ଗତ ମୁଦୁଲି ପଦା, କଳିଙ୍ଗା,ଦେଇ ଅଅଁରା ଗ୍ରାମରେ ହାତୀ ପସିଛି । ହାତୀ ପଶିବାରୁ ଲୋକ ମାନେ ଭୟଭୀତ ହୋଇ ଲୋକ ମାନେ କବାଟ କଣ୍ଟା ଦେଇ ଘରେ ରହୁଛନ୍ତି। ଧାନ ବିଲ ରେ ହାତୀ ପଶି ଧାନ ନଷ୍ଟ କରୁଛି। ହାତୀ ଦେଖିବାକୁ ଲୋକ ମାନଙ୍କର ପ୍ରବଳ ଭିଡ଼ ଲାଗିଛି। ବନ ବିଭାଗ କର୍ମଚାରୀ ମାନେ ହାତୀ ଖେଦିଵାକୁ ପ୍ରବଳ ଚେଷ୍ଟା ଚଳାଇଛନ୍ତି। ହାତୀ ଟି ଆଜି ସନ୍ଧ୍ୟା ସମୟରେ ଭଦ୍ରକ ଜିଲ୍ଲା ମୁହାଁ ହୋଇ।

ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ

You may have missed