ବିଜେପି ର ଆନନ୍ଦପୁର ବ୍ଲକ ଘେରାଉ

IMG-20231123-WA0038
Share

ବିଜେପି ର ଆନନ୍ଦପୁର ବ୍ଲକ ଘେରାଉ

ଆନନ୍ଦପୁର,ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ସହ ସ୍ଥାନୀୟ ପ୍ରଶାସନର ବ୍ୟପକ ଦୁର୍ନୀତି ବିରୁଦ୍ଧରେ ଆନନ୍ଦପୁର ବ୍ଲକ ଘରାଉ କରିଛି ଆନନ୍ଦପୁର ବିଜେପି
ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏକ ବିଶାଳ ରାଳିରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବିଧାନସଭା ପ୍ରଭାରୀ ହରିହର ମହାନ୍ତ, ବିଧାନସଭା ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଶମ୍ଭୁ ନାଥ ରାଉତ,ଭଗବାନ ସାହୁ, ହେମନ୍ତ ମଲ୍ଲିକ , ଜିଲ୍ଲା ସମ୍ପାଦକ ଦୀପକ ଜେନା, ଉପ ସଭାପତି ନିରାକାର ଦଳେଇ,ରୁଦ୍ର ପ୍ରସାଦ ସାହୁ, ରାଜେଶ ମହାନ୍ତ, ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ପ୍ରଶାନ୍ତ ମହାପାତ୍ର, ଅନାଦି ସାହୁ, ହେମନ୍ତ ମହାନ୍ତ, ହରମୋହନ ଶାସିନୀ, ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, ବରିଷ୍ଠ ନାରୀନେତ୍ରୀ ସୁମତି ଯେନା, ଦୀପ୍ତିମୟୀ ଖୁଣ୍ଟିଆ,ବବିତା ଶତପଥୀ, କନକ ଲତା ଦାସ, ନମିତା ସାହୁ, ସୂର୍ଯ୍ୟପ୍ରକାଶ ସାହୁ, ମନୋଜ ବଳିୟାର ସିଂ, ତାରାକାନ୍ତ ସାହୁ, ପ୍ରାଣକୃଷ୍ଣ ସାହୁ, ଚିତ୍ତରଞ୍ଜନ ଜେନା, ବୀରକିଶୋର ସାହୁ, ନିର୍ମଳ ଦେହୁରୀ, ରତ୍ନାକର ବାରିକ, ତପନ ପାତ୍ର, ସୁକାନ୍ତ ଯେନା, କାର୍ତିକ ସାହୁ,ବିଜୟ ଜେନା, ଅନନ୍ତ ବାରିକ, ବିରଞ୍ଚି ମହାନ୍ତ, ଅଞ୍ଜନ ତ୍ରିପାଠୀ, ତନ୍ମୟ ସାହୁ,ବେଣୁ ମହାନ୍ତ, ଅରୁଣ ମିଶ୍ର, ଗଙ୍ଗାଧର ଆପଟ, ଓଁପ୍ରକାଶ ମହାପାତ୍ର, ପ୍ରମୁଖଙ୍କ ସହ ହଜାର ହଜାର ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଆନନ୍ଦପୁର ବ୍ଲକ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଶେଷରେ ରେ ବିଭିନ୍ନ ଯୋଜନା ର ବାଟମାରଣ, ଯୋଗ୍ୟ ହିତାଧିକାରୀ ଙ୍କୁ ପାତରଅନ୍ତର କୁ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଆନନ୍ଦପୁର ବିଡ଼ିଓ ଙ୍କ ଆଲୋଚନା କରି ଦାବି କରାଯାଇଥିଲା

You may have missed