ଖବର ଉପାନ୍ତ ଓଡିଶା ସମାଚାର ପୂର୍ବତନ ବାଚସ୍ପତି ଙ୍କ ଦେହାନ୍ତ, ଅଞ୍ଚଳରେ ଶୋକରଛାୟା upanta odisha November 7, 2023 Share ପୂର୍ବତନ ବାଚସ୍ପତି ତଥା ପୁରୀ ଜିଲ୍ଲା ବିଜେଡ଼ି ସଭାପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୩୧ତାରିଖରୁ ଚିକିତ୍ସିତ ହେଉଥିଲେ । ପରଲୋକ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । Continue Reading Previous ମୋହନାରେ ନିର୍ମାଣ ହେବ ବୃହତ୍ତର ବସ ରହଣୀ ସ୍ଥଳNext ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକଙ୍କୁ ଶିକ୍ଷକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା More Stories ଖବର ଉପାନ୍ତ ଓଡିଶା ସମାଚାର ବନ୍ଦ ଟିଟାନିୟମ ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ଦାବିରେ ଗଣ ଧାରଣା upanta odisha May 23, 2025 ଖବର ଉପାନ୍ତ ଓଡିଶା ସମାଚାର ବାଲ୍ୟ ବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ । “ଶିଶୁ ପାଇଁ ଦିନଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ .. upanta odisha May 23, 2025 ଖବର ଉପାନ୍ତ ଓଡିଶା ସମାଚାର ସ୍ୱପ୍ନାଦେଶ ରୁ ନିର୍ମାଣ ହୋଇଛି ଶନିଶ୍ଚର ମନ୍ଦିର,ପ୍ରତିବର୍ଷ ଯଜ୍ଞ ସହିତ କରାଯାଉଛି ପ୍ରସାଦ ବଣ୍ଟନ .. upanta odisha May 23, 2025