June 18, 2026

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

IMG-20231031-WA0021
Share

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

କୋରାପୁଟ ଜ଼ିଲ୍ଲା ଜୟପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ନୂତନ ବିଡ଼ିଓ ଭାବରେ ଯୋଗଦାନ ଦେଇଛନ୍ତି ଶ୍ରୀ ଶକ୍ତି ମହାପାତ୍ର. ଏଥି ପୂର୍ବରୁ ସେ କୋଟପାଡ଼ ତହସିଲଦାର ଭାବରେ ଦାଇତ୍ୱ ତୁଲାଇ ଆସୁଥିଲେ. କିନ୍ତୁ ଜଣେ ଦଲାଲ ର ବେ ଆଇନ ଲେଣ୍ଡ ହୋଲଡିଂ କାମ ନ ହବାରୁ ଶାସକ ଦଳ ର ନେତାଙ୍କ ଦ୍ୱାରା ଚାପ ପକାଇ ଉକ୍ତ ଦଲାଲ ବଦଳି କରାଇ ଥିବାରୁ କୋଟପାଡ଼ ଜନ ସାଧାରଣ ତୀବ୍ର ଅସନ୍ତୋଷ ଆରମ୍ଭ ହୋଇଥିବାର ଜଣାଯାଇଛି I କିନ୍ତୁ ଅଳ୍ପ ଦିନ ମଧ୍ୟରେ ତହସିଲ କାର୍ଯ୍ୟା ଳୟ କୁ ଶ୍ରୀ ମହା ପାତ୍ର ଦଲାଲ ମୁକ୍ତ କାର୍ଯ୍ୟା ଳୟ କରି ଦେଇ ଥିବାରୁ ଅଞ୍ଚଳ ବାସୀ ଭୁଲି ପାରୁ ନ ଥିବା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି. ଶ୍ରୀ ମହାପାତ୍ର ତାଙ୍କ ନିଯୁକ୍ତି ପତ୍ର ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଗୌରବ ଶିବାଜୀ ଇସଲୱାର ଙ୍କୁ ପ୍ରଦାନ କରି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି. ବ୍ଲକ କାର୍ଯ୍ୟା ଳୟ ଅଧିକାରୀ ଏବଂ ସମସ୍ତ କର୍ମ ଚାରି ମାନେ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed