June 18, 2026

କୋଟପାଡ଼ ନୂତନ ବିଡ଼ିଓ ଭାବରେ ଲଳିତ ମଣ୍ଡଳ ଙ୍କ ଯୋଗଦାନ

IMG-20231031-WA0004
Share

କୋଟପାଡ଼ ନୂତନ ବିଡ଼ିଓ ଭାବରେ ଲଳିତ ମଣ୍ଡଳ ଙ୍କ ଯୋଗଦାନ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକରେ ଲଳିତ ମଣ୍ଡଳ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି. ସେ ଏଥି ପୂର୍ବରୁ ମାଲକାନଗିରି ଜ଼ିଲ୍ଲା ଖଇରପୁଟ ତହସିଲଦାର ଭାବରେ କାର୍ଯ୍ୟ ରତ ଥିଲେ. ଆଜି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ଭତରା. ଉପାଧକ୍ଷ ତପନ ପାଣିଗ୍ରାହୀ. ସମିତି ସଭ୍ୟ ପ୍ରତାପ ସାହୁ. ଗୁରୁ ନାଥ ହରିଜନ,ଶ୍ରୀଦେବୀ ରାଓ. ଶୁକଦେବ ବିଡାର ଙ୍କ ସମେତ ସମେତ ସମସ୍ତ ସମିତି ସଭ୍ୟ ସଭ୍ୟା ସୌଜନ୍ୟ ମୂଳକ ସାକ୍ଷତକରି ବିଭିନ୍ନ ଉନୟନ ମୂଳକ କାମ ବିଷୟ ରେ ଆଲୋଚନା କରିଥିବା ର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed