ମନ୍ଦିର ପରିସରକୁ ସଫେଇ କଲେ ଯୁବଗୋଷ୍ଠୀ

IMG-20231002-WA0047
Share

ମନ୍ଦିର ପରିସରକୁ ସଫେଇ କଲେ ଯୁବଗୋଷ୍ଠୀ

ରାମନାଗୁଡା,   ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଦେଉଳା ନିକଟସ୍ଥ ଶିବମନ୍ଦିରରେ ସ୍ଥାନୀୟ ଯୁବଗୋଷ୍ଠୀ ମିଳିତ ପ୍ରୟାସ କରି ଶିବମନ୍ଦିର ପରିସରକୁ ସଂପୂର୍ଣ୍ଣ ଅଳିଆ ଆବର୍ଜ୍ଜନା ମୁକ୍ତ କରିଛନ୍ତି। ମନ୍ଦିର ପରିସରରେ ରହିଥିବା ଅଳିଆ ଆବର୍ଜ୍ଜନାକୁ ସଫା କରିବା ସହ ଅନାବନା ଗଛଲତାକୁ କାଟି ସଫା କରିଥିବା ଦେଖିବାକୁ ମିଳିଛି। ଏଥିରେ ଯୁବଗୋଷ୍ଠୀର ସଞ୍ଜୀବ ଦାଶ,ନବୀନ ବେହେରା,କରିଣ ବଲଭାଇ,ମୁନା ପାତ୍ର,ମହେଶ ପଟନରୁ, ବୃନ୍ଦାବନ ପାସୁପୁରେଡୀ,ରୁପକ ସେନାପତି, ପବିତ୍ର ଆଚାରୀ, ରାକେଶ କଂସ ବେହେରା ପ୍ରମୁଖ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା