ମୂର୍ତହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁସ୍ମାନ ଭଵ ମେଳା ଅନୁଷ୍ଠିତ
ମୂର୍ତହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁସ୍ମାନ ଭଵ ମେଳା ଅନୁଷ୍ଠିତ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ସିହେଚସି ଅଧିନରେ ଥିବା ମୁଁତ୍ତାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁସ୍ମାନ ଭଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଡ଼ା ଶ୍ରୀମତୀ ରାଗିଣୀ. ଅଙ୍ଗ ଦାନ. ଓ ଶିଶୁ ଠାରୁ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କୁ କିପରି ଯତ୍ନ ନେବେ ସେ ନେଇ ଆଶା କର୍ମୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ. ଫାର୍ମାସିଷ୍ଟ ଶ୍ରୀ ତାପସ କୁମାର ପରିଡା ଙ୍କ ସଭା ପତିତ୍ୱ ରେ ଆୟୋଜିତ କାର୍ଯ୍ୟ କ୍ରମରେ ଶ୍ରୀମତୀ ସ୍ୱପ୍ନା ମହାନ୍ତି. ଧର୍ମୁ ବିଶ୍ୱାଳ. ଆଶା କର୍ମୀ. ଓ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I